www.samajalive.in
Monday, December 8, 2025
27.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ସମ୍ବାଦ

(୧) ଆଜି ଶପଥ ନେବେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ
– ଦିନ ୧୧.୪୫ ରେ ରାଜଭବନରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ
(୨) ଶପଥଗ୍ରହଣ ପୂର୍ବରୁ ଆଜି ସକାଳେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ ରଘୁବର ଦାସ
– ଓଡ଼ିଶାବାସୀଙ୍କ ବିକାଶ ଓ ସମୃଦ୍ଧି କାମନା କଲେ ବୋଲି କହିଲେ
(୩) ଶିମିଳିପାଳରେ ଦ୍ଵିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ସମୟରେ ୭୧ଟି ବନ୍ଧୁକ ଜବତ
– ପ୍ରଥମ ପର୍ଯ୍ୟାୟରେ ମିଳିଥିଲା ୧୫୬ଟି ଦେଶୀ ବନ୍ଧୁକ
(୪) ଆଇସିସି କ୍ରିକେଟ୍‌‌ ବିଶ୍ୱକପ୍‌‌ରେ ଆଜି କଲକତାର ଇଡେନ୍‌‌ ଗାର୍ଡେନ୍‌‌ସରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମୁକାବିଲା
(୫) ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ‘ମେରି ମାଟି ମେରା ଦେଶ’ ଅଭିଯାନ ଅମୃତ କଳସ ଯାତ୍ରାର ଉଦଯାପନୀ ସମାରୋହ
(୬) ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ
(୭) ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ଦେଶ ବ୍ୟାପୀ ଅନୁଷ୍ଠିତ ହେଉଛି ‘ରନ୍ ଫର ୟୁନିଟି ବା ଏକତାର ଦୌଡ’
(୮) ରନ୍ ଫର ୟୁନିଟି ଅବସରରେ କଟକରେ ଅନୁଷ୍ଠିତ ଗଣଦୌଡ଼ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
(୯) ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିବସ ଅବସରରେ ଦିଲ୍ଲୀ ପଟେଲ ଚୌକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ
(୧୦) ଅଷ୍ଟମ ଥର ପାଇଁ ସମ୍ମାନଜନକ ବାଲନ୍‌ ଡି’ଓର ପୁରସ୍କାର ଜିତିଲେ ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି
– ସେ ୩୬ ବର୍ଷ ପରେ ଆର୍ଜେଣ୍ଟିନାକୁ ଫିଫା ବିଶ୍ୱକପ୍‌ ଚାମ୍ପିଅନ କରାଇଥିଲେ
(୧୧) ମହିଳା ବର୍ଗରେ ବାଲନ୍‌ ଡି’ଓର ପୁରସ୍କାର ଜିତିଲେ ସ୍ପେନର ଏଇତାନା ବୋନମାଟି
(୧୨) ଗୁଜରାଟରେ ଯବାନଙ୍କୁ ନେଇ ଯାଉଥିବା ବସ୍‌ ଓଲଟି ୩୮ ଆହତ

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories