www.samajalive.in
Monday, December 8, 2025
20.1 C
Bhubaneswar

ଚୀନର ବିଦେଶ ମନ୍ତ୍ରୀ ବାଂଗଙ୍କ ସହ ଅଜିତ ଡୋଭଲ କରିବେ ଏକବିଶଂତମ ସୀମା ବାର୍ତ୍ତା

ବେଜିଂ . – ଚୀନର ବିଦେଶ ମନ୍ତ୍ରୀ ବାଂଗଙ୍କ ସହ ଜାତୀୟ ସୁରକ୍ଷା ପରିଷଦର ପରାମର୍ଶ ଦାତା ଅଜିତ ଡୋଭାଲ ଏକବିଂଶତମ ସୀମା କଥାବାର୍ତ୍ତା  କରିବା ପାଇଁ ଚୀନରେ ପହଞ୍ଚିଛନ୍ତି । ଏହି ଅବସରରେ ଦୁଇଜଣ ଏପ୍ରିଲ ମାସରେ ହୋଇଥିବା ଶିଖର ସମ୍ମିଳନୀପରେ  କଅଣ ସବୁ ପ୍ରଗତି ହୋଇଛି ସେ ବିଷୟରେ ସମୀକ୍ଷା କରିବେ । ଡେଭାଲ ଓ ବାଙ୍ଗ ଚୀନର ସିଚୁଆନ୍‌କେ ଶନିବାରରେ ଏକାଠି ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ବାଂଗ ଏବେ ଚୀନ୍‌ର ବିଦେଶ ମନ୍ତ୍ରୀ ଅଛନ୍ତି । ଏହା ପୂର୍ବରୁ ସେ ୟାଙ୍ଗ ଜିଏଚ୍‌ ପ୍ରଦେଶର ପରାମର୍ଶଦାତା ଥିଲେ ।

ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦକୁ ହ୍ରାସ କରିବାରେ ଏହା ସକରାତ୍ମକ ଭୂମିକ ଗ୍ରହଣ କରିବ ବୋଲି ଚୀନର ବିଦେଶମନ୍ତ୍ରୀ ବାଂଗ କହିଛନ୍ତି । ପୂର୍ବରୁ ଅନେକ ବିବାଦ ଦୁଇ ଦେଶ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଏବେ ଏକ ସୁନ୍ଦର ସମ୍ପର୍କ ସ୍ଥାପନ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories