ପହିଲାରେ ଲଘୁଚାପ ; ଆସୁଛି ବର୍ଷା!
ଭୁବନେଶ୍ୱର : ଅକ୍ଟୋବର ପହିଲାରେ ଲଘୁଚାପ। ସେପ୍ଟେମ୍ବର ୨୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ଏନେଇ ଆଜି ଆଞ୍ଚିଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବ।
A cyclonic circulation is likely to form over north Andaman sea & neighbourhood on 29th September.
Under its influence a Low Pressure Area is likely to form over north Andaman sea & adjoining Eastcentral Bay of Bengal during the subsequent 24 hours.
— Meteorological Centre, Bhubaneswar (@mcbbsr) September 23, 2023
Comments are closed.