www.samajalive.in
Monday, December 8, 2025
17.1 C
Bhubaneswar

ଆମେରିକାକୁ ଟପି ପାରିବନି ଚୀନ୍‌ -ବ୍ଲୁମ୍‌ବର୍ଗ

ନ୍ୟୁୟର୍କ- ଏବେ ଚୀନ୍‌ରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଅନେକ ଅନ୍ତର୍ଜାତୀୟ କମ୍ପାନୀ ଚୀନ୍‌ ଛାଡି ଅନ୍ୟ ଦେଶରେ ନିଜର ଶାଖା ସ୍ଥାପନ କରୁଛନ୍ତି । ଚୀନ୍‌ରେ ଆର୍ଥିକ ଅଧୋଗତି ଦେଖା ଦେଇଥିବାରୁ ଏହାଆମେରିକାକୁ ଟପି ପାରିବନି ବୋଲି ବ୍ଲୁମ୍‌ବର୍ଗ ପକ୍ଷରୁ କୁହାଯାଇଛି ।

ନିକଟ ଅତୀତରେ ଆମେରିକାର ଅର୍ଥନୀତିକୁ ଚୀନ୍ ଅତିକ୍ରମ କରିବା ଅତି କଷ୍ଟ ବୋଲି ବ୍ଲମ୍‌ବର୍ଗ ପକ୍ଷରୁ କୁହାଯାଇଛି । ଚୀନ୍‌ର ଜିଡିପି ୨୦୪୦ ବେଳକୁ ଆମେରିକାକୁ ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି ।

- Advertisement -

ଆସନ୍ତା ୧୦ ବର୍ଷ ମଧ୍ୟରେ ଚୀନ୍‌ ଆମେରିକାକୁ ଅତିକ୍ରମ କରିଯାଇପାରେ ବୋଲି ପୂର୍ବାନୁମାନ କରାଯାଉଥିଲା । ଚୀନ୍‌ର ଅର୍ଥନୀତି ଏବେ ନିମ୍ନମୁଖୀ । ଗତବର୍ଷ ଚୀନ୍‌ର ଅର୍ଥନୀତିରେ ମାତ୍ର ତିନି ପ୍ରତିଶତ ଅଭିବୃଦ୍ଧି ଘଟିଥିବା କୁହାଯାଇଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories