ରାଉଲକେଲା : ରାଉରକେଲା ସେକ୍ଟର ତିନି ଛକ ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବାଇକକୁ ପଛରୁ ପିକଅପ ଧକ୍କା ଦେବାରୁ ଦୁଇ ଜଣ
ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।
ବାଇକ୍କୁ ପଛରୁ ପିଟିଲା ପିକ୍ଅପ : ୨ ଗୁରୁତର
Popular Categories



