www.samajalive.in
Monday, December 8, 2025
20.1 C
Bhubaneswar

ମହାନ ଆତ୍ମା ଶ୍ରୀମତି ଇନ୍ଦିରା ଗାନ୍ଧୀ

ଇନ୍ଦିରାଙ୍କୁ ନାରୀ ରତ୍ନ ମାନଙ୍କ ମଧ୍ୟରେ ଗଣତି କରାଯାଏ। ଭାରତର ଏହି ନାରୀଙ୍କର ବିଶାଳତମ ଗଣତନ୍ତ୍ର ଭାରତରେ ୧୬ ବର୍ଷ ପର୍ଯ୍ୟନ୍ତ ଏକଛତ୍ର ଶାସନ କରିଥିଲେ। ବିଶ୍ୱରେ ସଶକ୍ତ ମହିଳା ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ବିଶ୍ୱରେ ସର୍ବାଧିକ ଶକ୍ତିଶାଳୀ ମହିଳା ଭାବେ ପରିଗଣିତ ହେଉଥିଲେ। ଇନ୍ଦିରା ଗାନ୍ଧୀ ନିଜର ରାଜନୈତିକ କାର୍ଯ୍ୟ ଦ୍ୱାରା ସମଗ୍ର ଦେଶରେ ଖ୍ୟାତି ଅର୍ଜନ କରିଥିଲେ। ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ପରମାଣୁ ବିସ୍ଫୋଟ କରିବା ତାଙ୍କ ସମୟର ମହାନ ଉପଲବ୍ଧି ଥିଲା। ଯାହାଦ୍ୱାରା ଭାରତ ବିଶ୍ୱର ୬ଷ୍ଠ ପରମାଣୁ ସମ୍ପନ ଦେଶର ଗଣିତିରି ଆସିଥିଲା। ପଞ୍ଜାବରେ ବଢୁଥିବା ଆତଙ୍କବାଦକୁ ଇନ୍ଦିରା ଗାନ୍ଧୀ ସମାପ୍ତି କରିଥିଲେ। ସେ କହିଥିଲେ ‘ ମୁଁ ଯଦି ରାଷ୍ଟ୍ର ପାଇଁ କାର୍ଯ୍ୟ କରିବା ସମୟରେ ମୋର ପ୍ରାଣ ମଧ୍ୟ ଚାଲିଯାଏ। ତେବେ ମୁଁ ଗର୍ବିତ ହେବି। ପ୍ରକୃତରେ କହିବାକୁ ଗଲେ ତାଙ୍କର ଦେଶ ପାଇ ଅବଦାନ, ତ୍ୟାଗ ଓ କାର୍ଯ୍ୟକଳାପ ଯେପରି ତାଙ୍କର ପ୍ରତିଟି ରକ୍ତ ବୁନ୍ଦା ଦେଶର ହିତ ଓ ଦେଶକୁ ଉନ୍ନିତ ପଥରେ ଅଗ୍ରସର କରିଛି।

ଆଲେଖ୍ୟ ସସ୍ମିତା ମହାନ୍ତି

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories