www.samajalive.in
Sunday, December 7, 2025
13.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା.. ଏଣିକି ସୀମାରେ ପହରା ଦେବ ଅତ୍ୟାଧୁନିକ ଡ୍ରୋନ.. ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ହେରୋନ ମାର୍କ-୨ ଡ୍ରୋନ.. ଅନୁପ୍ରବେଶକାରୀ ଓ ଆତଙ୍କବାଦୀଙ୍କ ଉପରେ ନଜର ରଖିବ ଡ୍ରୋନ..

କଂଗ୍ରେସକୁ ଫେରିପାରନ୍ତି ପୂର୍ବତନ ବିଧାୟକ କୃଷ୍ଣ ସଗରିଆ.. କଂଗ୍ରେସକୁ ଫେରିବା ନେଇ ନିଜେ କୃଷ୍ଣ ସଗରିଆଙ୍କ ପରୋକ୍ଷରେ ସୂଚନା..

- Advertisement -

କଂଗ୍ରେସ ଆଡ଼େ ଢଳୁଛନ୍ତି କଂଗ୍ରେସ ନେତା ଜୟରାମ ପାଙ୍ଗି.. ଏନେଇ ଗଣମାଧ୍ୟମକୁ ସୂଚନାଦେଲେ ଜୟରାମ ପାଙ୍ଗୀ..

ଆସନ୍ତା ନିର୍ବାଚନରେ ଲଢ଼ିବେନି ସୁର ରାଉତରାୟ.. ସାନ ପୁଅକୁ ଜଟଣି ଆସନ ଛାଡ଼ିବେ ଏବଂ ବଡ଼ ପୁଅକୁ ସାଂସଦ ଭାବେ ନିର୍ବାଚିତ କରିବାକୁ ସୁର ରାଉତରାୟଙ୍କ ନିଷ୍ପତ୍ତି.. ଉଭୟ କଂଗ୍ରେସ ଟିକଟରୁ ଲଢ଼ିବେ ବୋଲି ସ୍ପଷ୍ଟ କଲେ ସୁର ରାଉତରାୟ..

ପାକିସ୍ତାନ ଗ୍ବାଦରରେ ଚୀନର ଏକ କନଭୟେ ଉପରେ ଆତଙ୍କୀ ହମଲା.. ୨୩ ଚିନ୍ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଆକ୍ରମଣ.. ଆକ୍ରମଣରେ ୪ ଚୀନ ନାଗରିକ ଓ ପାକ ସୈନ୍ୟ ମୃତ.. ଆକ୍ରମଣ ନେଇ ବେଲୁଚିସ୍ତାନ ଲିବରେସନ ଆର୍ମି ନିଜକୁ ଦାୟୀ କଲା..

ରାଜଧାନୀକୁ ସ୍ବଚ୍ଛ ଏବଂ ସୁନ୍ଦର ରଖିବା ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏକ ନୂଆ ପଦକ୍ଷେପ ସ୍ବରୂପ ଗଠନ ହୋଇଛି ଟିମ୍ ସାଇନ୍.. ଏଣିକି ଭୁବନେଶ୍ବର ଗଳିକନ୍ଦିରେ ବୁଲିବ ଟିମ୍ ସାଇନ ବା ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ୍‌..

କଟକ: ୯ ମାସର ଶିଶୁକୁ ଧରି ନଦୀକୁ ଡେଇଁଲା ବାପା.. ସଦର ଥାନା ସଇଁଦା ନିକଟ ସିଢୁଆ ନଦୀକୁ ଡେଇଁଲା ବାପା.. ଛୁଆ ଉଦ୍ଧାର, ମେଡିକାଲରେ ଭର୍ତ୍ତି.. ବାପା ନିଖୋଜ, ଖୋଜୁଛନ୍ତି ଅଗ୍ନିଶମ ବାହିନୀ..

ଅବକାରୀ ବିଭାଗ ମାଗିଲା ଡ୍ୟାନ୍ସ ବାରରେ ନୃତ୍ୟ କରୁଥିବା ଝିଅଙ୍କ ତଥ୍ୟ.. କଟକ ରୋଡ୍‌ରେ ଥିବା ଏକାଧିକ ବାର ଉପରେ ପୁଲିସର ଚଢ଼ାଉ..

ସୀମା ବିବାଦ ନେଇ ଆସନ୍ତାକାଲି ଭାରତ-ଚୀନ କମାଣ୍ଡରସ୍ତରୀୟ ବୈଠକ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories