www.samajalive.in
Tuesday, December 9, 2025
16.1 C
Bhubaneswar

ଟିମ୍ ଅଲୱେଜ ହେଲ୍ପ ପକ୍ଷରୁ ପନିପରିବା ବଣ୍ଟନ

ଗୁରୁଡିଝାଟିଆ :  ବାଳି ଶବରସାହିରେ ଟିମ ଅଲୱେଜ ହେଲ୍ପ ସଂଗଠନ ପକ୍ଷରୁ ସବୁଜ ପନିପରିବା ବଣ୍ଟନ କରାଯାଇଛି । ପନିପରିବାର ଆକାଶଛୁଆଁ ଦରଯୋଗୁଁ ଅଭାବୀ ଲୋକଟି ହାଣ୍ଡିଶାଳକୁ ସବୁଜ ପନିପରିବା ଆସିବା ଏକ ପ୍ରକାର ସ୍ୱପ୍ନ ହୋଇପଡିଛି । ଏହକାୁ ଦୃଷ୍ଟିରେ ରଖି ସଂଗଠନର ମୁଖ୍ୟ ପିଙ୍କନ୍ ସାହୁଙ୍କ ନେତୃତ୍ୱରେ ସଦସ୍ୟମାନେ ବାଳି ଶବରସାହିରେ ଘରଘର ବୁଲି ଝୁଡୁଙ୍ଗ, କାକୁଡି, ଜହ୍ନି, କଦଳୀ ଇତ୍ୟାଦି ପ୍ରଦାନ କରିଥିଲେ। ସଂଗଠନର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଥିଲେ। ଭାଗ୍ୟଦୀପ ଥାଟୋଇ, ମେଘନାଦ ବେହେରା, ଗୌତମ ପ୍ରଧାନ ଙ୍କ ସହିତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories