ନୂଆଦିଲ୍ଲୀ : ଶନିବାର ବିରୋଧୀ ଦଳର ‘ଇଣ୍ଡିଆ’ (ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ)ର ୨୧ଜଣ ଏମପିଙ୍କ ଏକ ପ୍ରତିନିଧୀ ଦଳ ମଣିପୁର ଗସ୍ତରେ ଯାଇଛନ୍ତି। ଏମାନେ ହିଂସା ପ୍ରଭାବିତ ଅଞ୍ଚଳ ଏବଂ ରିଲିଫ କ୍ୟାମ୍ପ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ। ତେବେ ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରିବା ଭଳି ଭିଡ଼ିଓ ଚିତ୍ର ପ୍ରଘଟ ହେବା ଘଟଣାରେ ସିବିଆଇ ପକ୍ଷରୁ ଏଫଆଇଆର ଦାଖଲ କରାଯିବା ପରେ ଏବେ ଯାଞ୍ଚ ଆରମ୍ଭ ହୋଇଛି।
Popular Categories



