ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ
ପୋର୍ଟ ବ୍ଲେୟାର: ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଆଜି ଭୂକମ୍ପ ହୋଇଥିବା ସୂଚନା ମିଳିଛି। ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଭୂକମ୍ପର ତୀବ୍ରତା ୬.୦ । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନସେଜ୍ ସୂଚନା ଅନୁସାରେ, ଶନିବାର ଆଣ୍ଡାମାନ ଓ ନିକୋବର ଦ୍ବୀପର ୧୦ କିଲୋମିଟର ଗଭୀରତାରେ ୬ ତୀବ୍ରତାପୂର୍ଣ୍ଣ ଭୂମିକମ୍ପ ହୋଇଛି । ତେବେ ଭୂକମ୍ପ ପରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିନାହିଁ ।
Comments are closed.