ବାହାନଗା ରେଳ ଦୁର୍ଘଟଣା ମାମଲା.. ପୁଣି ୪ଦିନ ସିବିଆଇ ଜିମାରେ ୩ ରେଳ ଅଧିକାରୀ..
ବାହାନଗା ରେଳ ଦୁର୍ଘଟଣା ମାମଲା.. ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କ ଜାମିନ ଆବେଦନ.. ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତଙ୍କ ଜାମିନ ଆବେଦନ.. ସେକ୍ସନ ଇଞ୍ଜିନିୟର ଅମିର ଖାନଙ୍କ ଜାମିନ ଆବେଦନ..
ଇଡି ନିର୍ଦେଶକ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ୍ କହିଲେ ସୁପ୍ରିମ୍କୋର୍ଟ.. ଆସନ୍ତା ଜୁଲାଇ ୩୧ରେ ଅବସର ନେବାକୁ ନିର୍ଦେଶ..
ନେପାଳରେ ହେଲିକପ୍ଟର ଦୁର୍ଘଟଣା .. ୬ ମୃତ.. ମୃତକ ୫ ଜଣ ମେକ୍ସିକୋର ନାଗରିକ ଥିବା ସୂଚନା.. ଜଣେ ପାଇଲଟ ..
ବ୍ରହ୍ମପୁର ଷ୍ଟେସନ ନିକଟରେ ବିବେକ ଏକ୍ପପ୍ରେସ୍ରୁ ବାହାରିଲା ଧୂଆଁ.. ଯାତ୍ରୀ ଛାନିଆ..
ଉଚ୍ଚଶିକ୍ଷା ପାଇଁ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ..
ଗାଜିଆବାଦ : କାର୍କୁ ଧକ୍କା ଦେଲା ସ୍କୁଲ ବସ୍ .. ୬ ମୃତ..
ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲାରେ କେନାଲକୁ ଖସିଲା ବସ୍ .. ୭ ମୃତ..
ଧାରା ୩୭୦ ଉଚ୍ଛେଦ ମାମଲା.. ଅଗଷ୍ଟ ୨ରୁ ଶୁଣାଣି ଆରମ୍ଭ..



