– ଆଜି ମହାପ୍ରଭୁଙ୍କ ଅଧରପଣା ନୀତି, ୩ ଠାକୁରଙ୍କୁ ୯ଟି ମାଟି ହାଣ୍ଡିରେ ଲାଗି ହେବ ଅଧରପଣା
– ବାହାନଗା ଟ୍ରେନ୍ ଦୁର୍ଘଟଣା – ଡିଏନ୍ଏ ପରୀକ୍ଷାରେ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାର ଆଉ ୨୯ଟି ମୃତଦେହ ଚିହ୍ନଟ, ଆଜି ସଂପର୍କୀୟଙ୍କୁ ଦିଆଯିବ ଚିହ୍ନଟ ମୃତଦେହ
– ମହାନଦୀରେ ପାଣି ଆସିବାରୁ ଧୋଇଗଲା ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା
– କଟକ ଯୋବ୍ରା ଅଞ୍ଚଳରେ ନିଜ ଘର ପାଇଖାନା ଟାଙ୍କିରେ ଗଳିପଡ଼ି ବୃଦ୍ଧା ଗୁରୁତର
– ନବରଙ୍ଗପୁର ଉମରକୋଟ-ଝରିଗାଁ ମୁଖ୍ୟ ରାସ୍ତାର ବାସିନୀ ଛକରେ ଗଛକୁ ପିଟିଲା କାର୍ – ୩ ମୃତ, ଜଣେ ମହିଳା ଗୁରୁତର
– ପୁରୀ-ଭୁବନେଶ୍ୱର ରାସ୍ତାରେ ପୃଥକ କାର ଓ ବାଇକ ଦୁର୍ଘଟଣାରେ ୧୬ ଆହତ, ୫ ଗୁରୁତର
– ପୁରୀ ସୁନାବେଶରେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୩୦୦ରୁ ଅଧିକ ଆହତ
– ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ’ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗ୍ଚୀ, ଅଳକା ଅରୋରା ମିଶ୍ର ହେଲେ ନୂଆ ଅଧ୍ୟକ୍ଷା
– ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ଜୁଲାଇ ୪ରୁ ବର୍ଷା ନେଇ ପୂର୍ବାନୁମାନ
ସକାଳ ୯ଟା – ମୁଖ୍ୟ ଖବର
Popular Categories



