www.samajalive.in
Tuesday, December 9, 2025
17.1 C
Bhubaneswar

ଆମେରିକା : ସବୁଠି ମୋଦୀ ମାନିଆ ; ପ୍ରମୁଖ ସ୍ଥାନରେ ଲାଗିଛି ମୋଦୀଙ୍କ ଫଟୋ

ନ୍ୟୁୟର୍କ : ଭାରତର ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାରେ ଭବ୍ୟ ସ୍ବାଗତ କରାଯାଇଛି। ବିଭିନ୍ନ ବ୍ୟବସାୟିକ ଛକ, ପର୍ଯ୍ୟଟନ ସ୍ଥଳୀ ଏବଂ ନ୍ୟୁୟର୍କ ସହରର ମିଡଟାଉନ ମ୍ୟାନହାଟାନର ମନୋରଞ୍ଜନ ହବ ଆଦି ସ୍ଥାନରେ ଲାଗିଛି ମୋଦୀଙ୍କ ଫଟୋ । ଆମେରିକା-ଭାରତ ବ୍ୟବସାୟ ପରିଷଦ ଟୁଇଟ କରି କହିଛନ୍ତି, ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଏହି ଐତିହାସିକ ଗସ୍ତ ପାଇଁ ଆମେରିକା-ଭାରତ ବାଣିଜ୍ୟିକ ସମ୍ପର୍କ ତଥା ଆମେରିକା ପାଇଁ ଆମର ସମର୍ଥନ ପ୍ରଦର୍ଶନ କରୁଛୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories