www.samajalive.in
Tuesday, December 9, 2025
17.1 C
Bhubaneswar

ରେକର୍ଡ ଭାଙ୍ଗୁଛି ତାତି ; ସମ୍ବଲପୁର ୪୫ ପାର୍‌‌, ରାଜଧାନୀରେ ୪୩.୮ ଡିଗ୍ରୀ

ଭୁବନେଶ୍ୱର : ରେକର୍ଡ ଭାଙ୍ଗୁଛି ତାତି। ସାରା ରାଜ୍ୟରେ ଅନୁଭବ ହେଉଛି ଅସହ୍ୟ ଗରମ। ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ସୋମବାର ୪୫ ଡିଗ୍ରୀ ତାପମାତ୍ରା ଟପିଛି। ଦିନ ସାଢେ ୨ଟା ସୁଦ୍ଧା ୪୫.୩ ସହ ସବୁଠାରୁ ଉତ୍ତପ୍ତ ସହର ସମ୍ବଲପୁର। ରାଜଧାନୀ ଭୁବନେଶ୍ୱରରେ ୪୩.୮ ଡିଗ୍ରୀ, ହୀରାକୁଦ ୪୪.୪, ଝାରସୁଗୁଡା ୪୨.୪, କେନ୍ଦୁଝର ୪୦ ଡିଗ୍ରୀ ରେକର୍ଡ ହୋଇଛି।

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories