www.samajalive.in
Monday, December 8, 2025
27.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ସାରା ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି..

ଦିନ ସାଢେ ୨ଟା ସୁଦ୍ଧା ୪୪.୨ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ସମ୍ବଲପୁର..

- Advertisement -

ଝାରସୁଗୁଡା ୪୩.୪ ଡିଗ୍ରୀ,ହୀରାକୁଦ ୪୨.୮, ଭୁବନେଶ୍ୱର ୪୧.୪ ଡିଗ୍ରୀ..

ଭୁବନେଶ୍ୱର : ଝଡବର୍ଷା ସହ ବଜ୍ରପାତ ନେଇ ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି..

ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ, ଖୋର୍ଦ୍ଧା..

କଟକ, କନ୍ଧମାଳ, ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡା..

ଜୁନ୍‌ ୧୭ରେ ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ୍‌ ଶାହା ଓ ଜୁନ୍‌ ୨୨ରେ ବିଜେପି ସଭାପତି ଜେପି ନଡ୍ଡା ..

ମହାଜନସମ୍ପର୍କ ଅଭିଯାନରେ ଯୋଗ ଦେବେ ବୋଲି ସୂଚନା ..

ରାଜଧାନୀରୁ ୮ ଜଣିଆ ମହିଳା ଗ୍ୟାଙ୍ଗ ଗିରଫ..

ନୟାପଲ୍ଲୀ ଥାନା ପୁଲିସ ଦ୍ୱାରା ମହିଳା ଗ୍ୟାଙ୍ଗ ଗିରଫ..

ଓଜେଇଇ-୨୦୨୩ ପରୀକ୍ଷାଫଳ ପ୍ରକାଶିତ..

ମୋଟ ୪୮ ହଜାର ୭୮୩ ଛାତ୍ରଛାତ୍ରୀଙ୍କୁ ରାଙ୍କ ମିଳିଛି..

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories