ଚଳିତ ବର୍ଷ ସ୍ୱାଭାବିକ ବର୍ଷା

ଜୁନ୍‌ରେ ନିଅଣ୍ଟିଆ ବର୍ଷା

ଡେସ୍କ : ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଚଳିତ ବର୍ଷ ଦେଶରେ ମୌସୁମୀ ଋତୁରେ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାର ଦ୍ୱିତୀୟ -ସ୍ତର ଦୀର୍ଘ ଅବଧି ଆକଳନ ଅନୁଯାୟୀ ଏହି ସୂଚନା ଦିଆଯାଇଛି । ସାମଗ୍ରିକ ଭାବେ ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷା ହେବ। ତେବେ ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.