www.samajalive.in
Monday, December 8, 2025
20.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ ଦେବୀସିଂହ ଶେଖାୱତଙ୍କ ପରଲୋକ ..

ଶୁକ୍ରବାର ପୁଣେରେ ୮୯ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତିି..

- Advertisement -

ଶନିବାର ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଜର୍ମାନୀ ଚାନସେଲର୍ ଓଲାଫ ସ୍କୋଲଜ ..

ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନୀ ଚାନସେଲର୍ ଅନେକ ଦ୍ୱିପାକ୍ଷିକ, ଆଂଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ କରିବେ ଆଲୋଚନା..

ନବରଙ୍ଗପୁର : ମାଓବାଦୀଙ୍କ ବର୍ବରକାଣ୍ଡ.. ପୁଲିସ ଇନଫରମର ସନ୍ଦେହରେ ଘରୁ ଡାକି ନେଇ ଯୁବକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ..

ଢେଙ୍କାନାଳ : ସିଡିଏମଓ, ଏଡିଏମଓଙ୍କୁ ହସ୍ପିଟାଲରେ ଘଣ୍ଟାଏ ଅଟକ ରଖିଲେ ବଣିକ, ଓକିଲ ଓ ସାମ୍ବାଦିକ ସଂଘ..

ରୋଗୀଙ୍କ ସହ କଥାବାର୍ତ୍ତା ପରେ ସିଡିଏମଓ, ଏଡିଏମଓଙ୍କୁ ଅଟକ ରଖିଲେ.. ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ନେଇ ଅଟକ ରଖିଲେ..

କୋଣାର୍କ : କୋଠ ସମ୍ପତ୍ତିକୁ ନେଇ ଦୁଇ ଗାଁ ମୁହାଁମୁହିଁ..

ନଡିଆ ତୋଳା ବେଳେ ଭଗବାନସିନ୍ଦୁରା ଓ ବଡସିରିଭିଳା ଗାଁ ମୁହାଁମୁହିଁ.. ନଡିଆ ତୋଳାକୁ ବିରୋଧ ସହ ପୁଲିସକୁ ଅଟକ ରଖିଲେ..

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ.. ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ତଥ୍ୟ ଦେଇ ଗିରଫ..

ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗିରଫ କଲା ବାଲେଶ୍ବର ପୁଲିସ.. ପ୍ରେସମିଟ୍‌ରେ ଆଇଜି ହିମାଂଶୁ ଲାଲ ଓ ଏସପି ସାଗରିକା ନାଥଙ୍କ ସୂଚନା..

ଛତିଶଗଡର ଭାଟାପାରାର ଗ୍ରାମ ଖମରିଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା..୧୧ମୃତ ,୨୦ ଆହତ

ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡଲେ କଇଁଛଙ୍କ ସାମୁହିକ ଅଣ୍ଡାଦାନ..

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories