ଦେବଗଡ଼: କୁରଡ଼ ବାଲିପୋଷି ନିକଟରେ ଟ୍ରକକୁ ପିଟିଲା ବୋଲେରୋ। ଏଥିରେ ବୋଲେରୋରେ ବସିଥିବା ୭ଜଣ ସ୍କୁଲ ପିଲା ଆହତ ହୋଇଛନ୍ତି। ସଡ଼କ ଦୁର୍ଘଟଣାରେ ଆହତ ୭ଜଣ ସ୍କୁଲ ପିଲାଙ୍କୁ ଚିକିତ୍ସା ପାଇଁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତିଳେଇବଣି ଆଦର୍ଶ ସ୍କୁଲ ପିଲାଙ୍କୁ ନେଇ ଫେରିବା ବାଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି।
Popular Categories



