www.samajalive.in
Tuesday, December 9, 2025
17.1 C
Bhubaneswar

ଗ୍ୟାଙ୍ଗଷ୍ଟର ନେଟଓ୍ୱର୍କ ମାମଲା- ୮ଟି ରାଜ୍ୟ ଏବଂ ୭୦ଟି ସ୍ଥାନରେ ଏନ୍‌ଆଇଏର ଚଢଉ

ନୂଆଦିଲ୍ଲୀ -ଦେଶର ୭୦ଟି ସ୍ଥାନରେ ଏନ୍‌ଆଇଏ ପକ୍ଷରୁ ଚଢଉ କରାଯାଇଛି । ୮ଟି ରାଜ୍ୟରେ ଗ୍ଯାଙ୍ଗଷ୍ଟର ନେଟଓ୍ୱର୍କ ମାମଲାରେ ଏହି ଚଢଉ କରାଯାଇଛି । ପଞ୍ଜାବ, ହରିୟାନା, ରାଜସ୍ଥାନ, ଦିଲ୍ଲୀ , ଚଣ୍ଡୀଗଡ, ଉତ୍ତର ପ୍ରଦେଶ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶରେ ଏହି ଚଢଉ କରାଯାଉଛି ।

କେବଳ ପଞ୍ଜାବର ୩୦ଟି ସ୍ଥାନରେ ଏହି ଚଢଉ କରାଯାଉଛି । ବିଭିନ୍ନ କ୍ରିମିନାଲ ସିଣ୍ଡିକେଟ୍‌ ଏବଂ ଗ୍ୟାଙ୍ଗଷ୍ଟର ନେଟଓ୍ୱର୍କ ପାଇଁ ଏହି ଚଢଉ କରାଯାଇଥିବା ସୂଚନା ମିଳିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories