www.samajalive.in
Monday, December 8, 2025
27.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ପବିତ୍ର ଅଁଳା ନବମୀ… ରାଧାପାଦ ଦର୍ଶନ ପାଇଁ ପୁରୀର ସାକ୍ଷୀଗୋପାଳ ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼… ଧାଡ଼ିରେ ଯାଇ ରାଧାପାଦ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ… ଦୁଇ ବର୍ଷର କରୋନା କଟକଣା ପରେ ଭକ୍ତ ଭଗବାନ ଏକାଠି… ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା…

ଆଠଗଡ : ଧବଳେଶ୍ୱରଙ୍କ ଯାତ୍ରା ବନ୍ଦ ପରେ ଭକ୍ତଙ୍କ ପାଇଁ ହେଲା ଭର୍ଚୁଆଲ ଦର୍ଶନ ବ୍ୟବସ୍ଥା .. ଭର୍ଚୁଆଲ ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା.. ଝୁଲାପୋଲ ସ୍ଥିତି ଦେଖି ସମୀକ୍ଷା କଲେ ଜିଲ୍ଲାପାଳ

- Advertisement -

ବୋଲଗଡ଼ ପଞ୍ଚୁକୋଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… କାର୍-ଟ୍ରକ୍‌ ମୁହାଁମୁହିଁ ଧକ୍କା… ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ… ମୃତକଙ୍କ ପରିଚୟ ଅସ୍ପଷ୍ଟ… ଦୁର୍ଘଟଣାସ୍ଥଳରେ ପୁଲିସ କରୁଛି ଛାନଭିନ୍‌… କାରଟି ଭୁବନେଶ୍ୱରରୁ ନୟାଗଡ଼କୁ ଯାଉଥିବା ସୂଚନା…

ଲାଗିବ ଚନ୍ଦ୍ର ଗ୍ରହଣ… ପାକତ୍ୟାଗ ନେଇ ଦୂର ହେଲା ଦ୍ୱନ୍ଦ୍ବ… ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତି ନିର୍ଦ୍ଧାରଣ… ସକାଳ ୫ଟା ୫୪ ମିନିଟରୁ ପାକତ୍ୟାଗ… ପୂର୍ବଦିନ ରାତି ୧୨ଟା ୧୦ରେ ଦ୍ୱାରଫିଟା ସହ ହେବ ଅନ୍ୟାନ୍ୟ ନୀତି… ସକାଳ ୫ଟା ୩୦ରେ ସରିବ ଭୋଗ ମଣ୍ଡପ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ .. ବେଆଇନ ଖଣି ମାମଲାରେ ହେମନ୍ତଙ୍କୁ ପୁଣି ଇଡି ସମନ.. ମାମଲାକୁ ନେଇ ଅଧିକ ପଚରାଉଚରା କରିବାକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ କାର୍ଯ୍ୟାଳୟକୁ ଡକିଥିବା ସୂଚନା

୫୭ ବର୍ଷରେ ପାଦ ଥାପିଲେ ବଲିଉଡର କିଙ୍ଗ୍‌ ଖାନ୍‌… ଶାହରୁଖଙ୍କୁ ଛୁଟୁଛି ଜନ୍ମଦିନର ଶୁଭେଚ୍ଛା… ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି ପ୍ରଶଂସକ… ମୁମ୍ବଇ ସ୍ଥିତ ବାସଭବନରେ ଜମୁଛି ଫ୍ୟାନ୍ସଙ୍କ ଭିଡ…

ଟି-୨୦ ବିଶ୍ୱକପ୍‌… ଆଜି ବାଂଲାଦେଶକୁ ଭେଟିବ ଭାରତ… ସେମିରେ ପ୍ରବେଶ ପାଇଁ ଆଶା ରଖିଛି ଟିମ୍‌ ଇଣ୍ଡିଆ… ବିରାଟଙ୍କ ଉପରେ ରହିଛି ଫ୍ୟାନ୍ସଙ୍କ ଭରସା… ଆଜିର ମ୍ୟାଚ୍‌ ଉପରେ ରହିଛି କ୍ରିକେଟ୍‌ ପ୍ରେମୀଙ୍କ ନଜର…

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୨୬ ନୂଆ କରୋନା ସଂକ୍ରମିତ ଚିହ୍ନଟ.. ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪,ସଙ୍ଗରୋଧରୁ ୧୫, ୧୧ ସ୍ଥାନୀୟ..୨୪୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ନୂଆଦିଲ୍ଲୀ : ଦେଶରେ ଚିହ୍ନଟ ହେଲେ ଆଉ ୧,୧୮୮ଆକ୍ରାନ୍ତ.. ସୁସ୍ଥ ହେଲେ ୧,୧୯୦ ..ଆରୋଗ୍ୟ ହାର ୯୮.୭୮%..୧୬,୨୪୩ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories