www.samajalive.in
Monday, December 8, 2025
17.1 C
Bhubaneswar

ଲିମାପଦର ଗାଁ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଜବାନ ମୃତ୍ୟୁ

ଗୁଣୁପୁର: ବାଇକ ଦୁର୍ଘଟଣାରେ ଯବାନଙ୍କ ମୃତ ଘଟିଛି।ମୃତ ଯବାନ ହେଲେ ଭାମିନି ଆଇଆରବି ବାଟାଲିୟନର ପୁରୋଷତ୍ତମ ତ୍ରିପାଠୀ। ସେ ବିଳମ୍ବିତ ରାତ୍ରି ସମୟରେ ନିଜ ଘରକୁ ଆସିବା ସମୟରେ ନିଜ ଗାଁ ଲିମାପଦର ଗ୍ରାମକୁ ପହଞ୍ଚି ଥାନ୍ତେ। ଗାଁ ପାଖରେ ନିଜ ବାଇକ ଦୁର୍ଘଟଣା ହୋଇ ଗଛକୁ ପିଟି ହୋଇଯାଛନ୍ତି। ଖବର ପାଇ ଗୁମୁଡା ଅଗ୍ନିଶମ ବିଭାଗ ପଦ୍ମପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଣପୁର ମେଡିକାଲରେ ଶବ ବ୍ୟବଛେଦ ହୋବା ପରେ ପ୍ରଥମେ ଭାମିନି ବାଟାଲିୟନରେ କମାଣ୍ଡାଣ୍ଟ ଏବଂ ସାଥି ଯବାନ ମାନେ ଶେଷ ଦର୍ଶନ କରିଥିଲେ। ପରେ ଲିମାପଦର ଗ୍ରାମ ନିକଟ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories