www.samajalive.in
Monday, December 8, 2025
20.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଡା. ଏମ ଶ୍ରୀନିବାସ ଦିଲ୍ଲୀ ଏମ୍ସର ନୂଆ ନିର୍ଦେଶକ..

ପୁଣି ଚମକିଲେ ଓଡ଼ିଆ, ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆର ନୂଆ ସଭାପତି..

- Advertisement -

ଫୁଲବାଣୀ : ନାବାଳିକା ଦୁଷ୍କର୍ମ ମାମଲା; ଦୋଷୀକୁ ୨୫ ବର୍ଷ କାରାଦଣ୍ଡ, ୨୫ ହଜାର ଜରିମାନା..

ନିଜ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହଲିଉଡ଼ ଅଭିନେତା ରିଆନ୍‌ ଗ୍ରନ୍ଥମ୍‌ଙ୍କୁ ଅଦାଲତ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି.. ନେଟଫ୍ଲିକ୍ସର ଲୋକପ୍ରିୟ ଶୋ’ ରିଭରଡେଲରେ ଅଭିନୟ କରିଥିବା ୨୪ ବର୍ଷୀୟ ରିଆନ୍ ଗ୍ରନ୍ଥମ୍‌ ତାଙ୍କ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା.. ଛଅ ମାସ ପୂର୍ବେ ସେ କୋର୍ଟରେ ନିଜ ଦୋଷ ସ୍ବୀକାର କରିଥିଲେ..

ଟିଟିଆଇଙ୍କ କ୍ୱାର୍ଟର ସମ୍ମୁଖରେ ପତ୍ନୀଙ୍କ ଧାରଣା.. ନ୍ୟାୟ ଦାବିରେ ବ୍ରହ୍ମପୁରର ଆଉ ଜଣେ ମହିଳା ନିଜ ସ୍ଵାମୀଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି.. ମହିଳାଙ୍କ ସ୍ବାମୀ ରେଳ ବିଭାଗରେ ଟିଟିଆଇ ଭାବେ କାର୍ଯ୍ୟ କରୁଛନ୍ତି..

ବିଏଆରଏଫଆଇ ପ୍ରକଳ୍ପକୁ ନେଇ ଏନ୍‍ଜିଟି ନିର୍ଦ୍ଦେଶ ପରେ କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା, ବାଲିଯାତ୍ରାକୁ ନେଇ କିଛି ଦ୍ୱନ୍ଦ୍ୱ ନାହିଁ, ୩୪ ଏକର ଜାଗାରେ ହେବ ବାଲିଯାତ୍ରା, ସବୁଜ ବଳୟ ନେଇ ଏନଜିଟିଙ୍କ ନିର୍ଦ୍ଦେଶରେ ସବୁ କାମ ହେବ –କଟକ ଜିଲ୍ଲାପାଳ..

ଆଠଗଡ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ପାଇଁ ଦିନ ଧାର୍ଯ୍ୟ ; ପଞ୍ଚୁକ ଓ ବଡ ଓଷା ପାଳନ ନେଇ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି, ଅକ୍ଟୋବର ୧୦ ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ, ନଭେମ୍ବର ୬ରେ ବଡ ଓଷା ; ୭ ତାରିଖ ସକାଳେ ମିଳିବ ଗଜଭୋଗ..

ରାଜ୍ୟରେ ଦିନକରେ ଆଉ ୨୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ଜନ୍ମ ରୁ ୧୮ ବର୍ଷ ମଧ୍ୟରେ ୪୫, ସଙ୍ଗରୋଧରୁ ୧୧୭, ସ୍ଥାନୀୟ ୮୫..

ଆଜି ଜିଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି ସରକାର ; ସମସ୍ତ ୩୦ ଜିଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି.. ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଓ ରୋହିତ ପୂଜାରୀଙ୍କୁ ବଲାଙ୍ଗିର ଦାୟିତ୍ୱ, ଅନନ୍ତ ଦାସଙ୍କୁ ବାଲେଶ୍ୱର,ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ ଦାୟିତ୍ୱ

ଦେଶରେ ଆଉ ୫ ହଜାର ୩୭୫ ନୂଆ ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୫,୫୫,୮୩୭ କୁ ବୃଦ୍ଧି
ଆଉ ୬,୪୨୪ ଆକ୍ରାନ୍ତ ସୁସ୍ଥ ହୋଇ ହୋଇଥିବା ବେଳେ ମୋଟ ୪,୩୯,୮୪,୬୯୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି; ଆରୋଗ୍ୟ ହାର ୯୮.୭୨%..

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories