www.samajalive.in
Sunday, December 7, 2025
16.1 C
Bhubaneswar

ଭାଙ୍ଗିଲା ବେଶ ଚର୍ଚ୍ଚିତ କିଶୋର ଭାଇନା ମଟନ ହୋଟେଲ

ଭୁବନେଶ୍ୱର : ଭାଙ୍ଗିଲା ବେଶ ଚର୍ଚ୍ଚିତ କିଶୋର ଭାଇନା ମଟନ ହୋଟେଲ। ବୁଧବାର ଦିନ ବିଏମସି ପକ୍ଷରୁ ଚଢାଉ କରାଯାଇ ସିଲ୍‍ କରାଯାଇଥିଲା ହେଟେଲ୍‍। ବେଆଇନ ଭାବେ ତିଆରି ପାଇଁ ଓ ସିଲ୍‍ ପରେ ହୋଟେଲ ଖୋଲି ବେପାର କରିବାରୁ ଆଜି ବିଏମସି ଭାଙ୍ଗିଥିବା ନେଇ ସୂଚନା ମିଳିଛି।
ସୂଚନା ଯୋଗ୍ୟ,ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନା ମଟନ ହୋଟେଲରେ ଅପମିଶ୍ରିତ ଖାଦ୍ୟ ତିଆରି କରୁଥିବା ଅଭିଯୋଗରେ ବୁଧବାର ଦିନ ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‍ ଚଢାଉ କରିଥିଲା। ଦୋକାନର ଫ୍ରୁଡ୍‍ ଲାଇସେନ୍ସ ବାତିଲ କରିବା ସହ ଜରିମାନା ମଧ୍ୟ ଲାଗୁ କରିଥିଲା। ଦୋକାନ ଚାରି ପଟେ ଅସ୍ୱାସ୍ଥ୍ୟକର ପରିବେଶ ସହ ଡ୍ରେନ ନିକଟରେ ଦୋକାନ ରହିଥିଲା। ଏହାସହ ତରକାରୀରେ ରଙ୍ଗ ବ୍ୟବହାର ସହ ବାସି  କଙ୍କଡା ମଧ୍ୟ ଜବତ ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories