www.samajalive.in
Monday, December 8, 2025
27.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଆଜି ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ; ଗଣେଶ ପୂଜା… ଗଜାନନଙ୍କ ଆରାଧନା ପାଇଁ ଗାଁଠୁ ସହର ଉତ୍ସବମୁଖର… ବିଦ୍ୟାଳୟରେ ବିଦ୍ୟାଦାତାଙ୍କୁ ପୂଜା କରିବେ ଛାତ୍ରଛାତ୍ରୀ… ଆଜିର ଦିନରେ ବିଘ୍ନହର୍ତାଙ୍କୁ ଆରାଧନା କଲେ ଜ୍ଞାନ ଏବଂ ଐଶର୍ଯ୍ୟ ପ୍ରାପ୍ତ ହେବାର ରହିଛି ବିଶ୍ୱାସ…

(୨) ଆଜିଠୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ଓଡ଼ିଶାରେ ନିବେଶ ନେଇ ବିଦେଶ ନିବେଶକଙ୍କ ସହ କରିବେ ଆଲୋଚନା… କାର୍ଯ୍ୟକ୍ରମରେ ଯୋଗଦେବେ ଶିଳ୍ପମନ୍ତ୍ରୀ ଓ ମୁଖ୍ୟ ଶାସନସଚିବ…

- Advertisement -

(୩) ସୋଭିଏତ ସଂଘର ପୂର୍ବତନ ରାଷ୍ଟ୍ରପତି ମିଖାଇଲ୍‌ ଗୋର୍ବାଚେଉଙ୍କ ପରଲୋକ… ୯୧ ବର୍ଷ ବୟସରେ ଗୋର୍ବାଚେଉଙ୍କ ଦେହାନ୍ତ ହୋଇଥିବା ସୂଚନା…  ସୋଭିଏତ ସଂଘର ବିଭାଜନ ପରେ ପଦରୁ ଇସ୍ତଫା ଦେଇଥିଲେ ଗୋର୍ବାଚେଉ… ୧୯୯୦ ମସିହାରେ ପାଇଥିଲେ ନୋବେଲ ଶାନ୍ତି ପୁରସ୍କାର…

(୪) ଭଦ୍ରକ ଜିଲ୍ଲା ଧାମନଗରରେ ଗୋଷ୍ଠୀ ସଂଘର୍ଷ…ଗଣେଶ ପୂଜା ମଣ୍ଡପ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି… ଗଣ୍ଡଗୋଳ ଯୋଗୁ କିଛି ଯୁବକ ଆହତ ହୋଇଥିବା ସୂଚନା… ଘଟଣାରେ ତହସିଲଦାରଙ୍କ ହସ୍ତକ୍ଷେପ ପରେ ବି ଶୁଣିଲେନି ଲୋକେ… ପ୍ରଶାସନ ଜାରି କଲା ୧୪୪ ଧାରା…

(୫) ମାଲକାନଗିରିରେ ମାତିଛି ଥଣ୍ଡା ଜ୍ୱର… ୩ ଦିନରେ ଗଲାଣି ୨ ଛାତ୍ରଙ୍କ ଜୀବନ… ଆଉ ୧୨ ପିଲା ଗୁରୁତର ହୋଇ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି.. ପଡ଼ିଆ ବ୍ଲକ କୋଲାଗୋଣ୍ଡା ଆଶ୍ରମ ବିଦ୍ୟାଳୟର ଘଟଣା… ମୃତ ଛାତ୍ର ଦ୍ୱୟ ସପ୍ତମ ଓ ଅଷ୍ଟମ ଶ୍ରେଣୀର ହୋଇଥିବା ସୂଚନା…. ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର…

 

 

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories