www.samajalive.in
Monday, December 8, 2025
27.1 C
Bhubaneswar

ବାର ଅନୁଯାୟୀ ଖାଆନ୍ତୁ ଏହି ଜିନିଷ ; ମିଳିବ ଗ୍ରହଙ୍କ ଶୁଭଫଳ

ସ୍ୱାସ୍ଥ୍ୟ ପାଇଁ ଡ୍ରାଏ ଫ୍ରୁଟ୍ସ ଖୁବ ଉପକାରୀ। ଏହାର ସେବନ ଦ୍ୱାରା ଶରୀରକୁ ଅନେକ ଲାଭ ମିଳିବା ସହ ସ୍ମରଣ ଶକ୍ତି ବୃଦ୍ଧି ଓ ତ୍ୱଚାର ଚମକ ମଧ୍ୟ ବୃଦ୍ଧି ପାଇଥାଏ। ତେବେ ଉତ୍ତମ ସ୍ୱାସ୍ଥ୍ୟ ସହ ଡ୍ରାଏ ଫ୍ରୁଟ୍ସ ସେବନ କରିବା ଦ୍ୱାରା ଗ୍ରହଙ୍କ ଉତ୍ତମ ପ୍ରଭାବ ମଧ୍ୟ ପଡିଥାଏ। ଜାଣନ୍ତୁ……
ସୋମବାର ୪ଟି କାଜୁକୁ ଭିଜାଇ ଏହାକୁ ଖାଆନ୍ତୁ। ଏହାଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହ ଚନ୍ଦ୍ରମାଙ୍କ ଶୁଭଫଳ ମିଳିଥାଏ।
ମଙ୍ଗଳଙ୍କ ଉତ୍ତମ ପ୍ରଭାବ ପାଇଁ ମଙ୍ଗଳବାର ଦିନ ବାଦାମ ଖାଆନ୍ତୁ।
ବୁଧବାର ଦିନ ସବୁଜ ଜିନିଷ ଯେପରି ପିସ୍ତା ଖାଆନ୍ତୁ। ଏହାଦ୍ୱାରା ବୁଧଗ୍ରହଙ୍କ ଶୁଭଫଳ ମିଳିଥାଏ।
ଗୁରୁବାର କେସରର ତିଳକ ଲଗାନ୍ତୁ ଓ ଖାଦ୍ୟରେ କେସର ସାମିଲ କରନ୍ତୁ। ଖୁବ ଶୁଭଫଳ ମିଳିଥାଏ।
ଶୁକ୍ରବାର ଦିନ ନଡିଆ ଓ ମିଶ୍ରିର ସେବନ କରନ୍ତୁ। ଏହାଦ୍ୱାରା ଚନ୍ଦ୍ର ଓ ଶୁକ୍ରଗ୍ରହଙ୍କ ଉତ୍ତମ ଫଳ ମିଳିଥାଏ।
ଶନିବାର ଦିନ କିୱି ଫଳ ଖାଇପାରିବେ।
ରବିବାର ଦିନ ଅଖରୋଟ୍‍ ର ସେବନ କରିବା ଦ୍ୱାରା ସୂର୍ଯ୍ୟଗ୍ରହଙ୍କ ଉତ୍ତମ ଫଳ ମିଳିଥାଏ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories