ଭୁବନେଶ୍ୱର : ରାଜ୍ୟରେ ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ପେଟ୍ରୋଲ ଡିଜେଲ ଦର କମିଥିବାରୁ କମିଲା ବସ୍ ଭଡା। ଅର୍ଡିନାରୀ ବସ୍ ଭଡା ୯୨ ରୁ ୮୯ ପଇସାକୁ ହ୍ରାସ କରାଯାଇଛି। ଏକ୍ସପ୍ରେସ ୯୬ ରୁ ୯୩ ପଇସା, ଡିଲକ୍ସ ୧.୩୫ ରୁ ୧.୨୯କୁ ହ୍ରାସ ହୋଇଛି। ସେହିଭଳି ଏସି ଡିଲକ୍ସ ଭଡା ୧.୬୩ରୁ ୧.୫୭ ପଇସାକୁ , ସୁପର ପ୍ରିମିୟମ ଭଡା ୨ ଟଙ୍କା ୫୩ ରୁ ୨ ଟଙ୍କା ୪୪କୁ ହ୍ରାସ ହୋଇଛି।
Popular Categories



