www.samajalive.in
Monday, December 8, 2025
27.1 C
Bhubaneswar

ଅକ୍ଷୟ ତୃତୀୟା ଉପଲକ୍ଷେ ଚହ୍ଲା ବଣ୍ଟନ

ବ୍ରହ୍ମପୁର: ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ମଙ୍ଗଳବାର ଭାଗବତ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅକ୍ଷୟ ତୃତୀୟା ଉପଲକ୍ଷେ ଚହ୍ଲା ବଣ୍ଟନ କରାଯାଇଛି। ଟ୍ରଷ୍ଟର ସଦସ୍ୟା ସବିତା ସାହୁକାର, ଅନସୁୟା ଜେନା, ସଦସ୍ୟା ସସ୍ମିତା ମିଶ୍ର, ପ୍ରଦୀପ କୁମାର ବେହେରା, ଗୁପ୍ତେଶ୍ୱର ଷଡ଼ଙ୍ଗୀ, ସୁବାଷିନୀ ପଟ୍ଟନାୟକ, ରୋନାଲି ପାଣିଗ୍ରାହୀ, ଡକ୍ଟର ଗୋପାଳ କୃଷ୍ଣ ପାଣିଗ୍ରାହୀ, ରଞ୍ଜନ କୁମାର ସାହୁଙ୍କ ସହଯୋଗରେ ପ୍ରାୟ ୩୦୦ ବ୍ୟକ୍ତିଙ୍କୁ ଚହ୍ଲା ବଣ୍ଟନ କରାଯାଇଛି। ମାନବ ଅଧିକାର ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ଅବନୀ ଗୟା, ବିଶ୍ବଦେବ, ଡକ୍ଟର ରାମକୃଷ୍ଣ ସାହୁ, ବ୍ରହ୍ମପୁର ହସ କ୍ଳବ ସଭାପତି ଅର୍ଥ ସଚିବ ପାତ୍ର ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories