www.samajalive.in
Monday, December 8, 2025
27.1 C
Bhubaneswar

ଧାମନଗର: ବାଜି ମାରିନେଲା ବିଜେଡି

ଧାମନଗର: ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି । ୨୦୧୪ ରେ ୧୧ ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ଏହି ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ପଦ ଓ ୯ କାଉନସିଲର ପଦ ହତେଇଛି ବିଜେଡି ।  ନିକଟମ ପ୍ରତିଦ୍ୱନ୍ଦୀ ପୁଷ୍ପଶ୍ରୀ ମହାନ୍ତି ବିଜେପି ପ୍ରାର୍ଥୀଙ୍କୁ ୧୦୪୬ ଭୋଟ ପଛରେ ପକାଇ ଅଧ୍ୟକ୍ଷ ପଦ ହତେଇଛନ୍ତି ବିଜେଡିର ନିବେଦିତା ଜେନା। ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ବିଜ୍ଞାପିତ ଅଂଚଳରେ ୧୪୪ ଧାରା ଲାଗିଥିବାରୁ ବିଜୟ ସୁଭାଯାତ୍ରା ଉପରେ ରୋକ ଲାଗିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories