www.samajalive.in
Monday, December 8, 2025
20.1 C
Bhubaneswar

ପ୍ରଭାତ ତ୍ରିପାଠୀଙ୍କୁ ପୂର୍ଣ୍ଣକୁମ୍ଭ ସମ୍ମାନ

ବାଙ୍କୀ: ପର୍ବତେସ୍ୱର ସାହିତ୍ୟ ସଂସଦ ପକ୍ଷରୁ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କୁ ପୂର୍ଣ୍ଣକୁମ୍ଭ ସମ୍ମାନରେ ସମ୍ମାନିତ କରାଯାଇଛି। ବାଙ୍କୀର ଅଗ୍ରଣୀ ସାରସ୍ୱତ ସାହିତ୍ୟ ଅନୁଷ୍ଠାନ ଭାବରେ ଖ୍ୟାତି ଅର୍ଜନ କରିଥିବା ପର୍ବତେସ୍ୱର ସାହିତ୍ୟ ଓ ସଂସ୍କୃତି ପରିଷଦର ବାର୍ଷିକ ଉତ୍ସବ ଅବସରରେ ପୂର୍ବତନ ବିଧାୟକଙ୍କୁ ତାଙ୍କର କଟକ ସ୍ଥିତ ବାସଭବନରେ ଉପଢୌକନ ଓ ମାନପତ୍ର ଦିଆଯାଇ ପୂର୍ଣ୍ଣକୁମ୍ଭ ସମ୍ମାନରେ ସମ୍ମାନିତ କରାଯାଇଛି। କଟକ ଜିଲା ସଞ୍ଜୋଜକ ପ୍ରଫୁଲ୍ଲ ବେହେରା ଓ ସମ୍ପାଦକ ଶ୍ରୀ ଖଟୁଆ ସମ୍ମାନ ପ୍ରଦର୍ଶନ ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତର ପ୍ରଚାର ପ୍ରସାର ସହିତ ସୃଜନଶୀଳ କବି, ସାହିତ୍ୟିକ ଓ କଳାକାର ମାନଙ୍କୁ ପ୍ରତିବର୍ଷ ସମ୍ମାନିତ କରିବା ଦିଗରେ ଅନୁଷ୍ଠାନର ଉଦ୍ୟମ ଓ ଭୂମିକାକୁ ଶ୍ରୀ ତ୍ରିପାଠୀ ପ୍ରଶଂସା କରିଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories