www.samajalive.in
Saturday, December 6, 2025
26.1 C
Bhubaneswar

ବ୍ରହ୍ମପୁରରେ ବିଜେଡିର ମେୟର ପ୍ରାର୍ଥିନୀ ବିଜୟୀ

ବ୍ରହ୍ମପୁରରେ ବିଜେଡିର ମେୟର ପ୍ରାର୍ଥିନୀ ବିଜୟୀ  ହୋଇଛନ୍ତି  । ବିଜେଡିର ସଂଘମିତ୍ରା ଦଳାଇ ବିଜେପିର ପ୍ରାର୍ଥିନୀ ସବିତା ସୁଆରଙ୍କ ଠାରୁ ୨୦୨୮୬ ଖଣ୍ଡ ଭୋଟ ଅଧିକ ପାଇଛନ୍ତି ।

ବିଜେଡି ପ୍ରାର୍ଥିନୀ ସଂଘମି ତ୍ରା ଦଳାଇଙ୍କୁ ୬୬,୦୬୮ ଖଣ୍ଡ ଭୋଟ୍‌ ମିଳିଛି । ବିଜେପି ପ୍ରାର୍ଥିନୀ ସବିତା ସୁଆରଙ୍କୁ ୪୫,୭୮୨ ଖଣ୍ଡ ଭୋଟ୍‌ ମିଳିଛି । ହେଲେ କଂଗ୍ରେସ ପ୍ରାର୍ଥିନୀଙ୍କ ଠାରୁ ଆମ୍‌ ଆଦମୀର ପ୍ରାର୍ଥିନୀ ଆଗରେ ଅଛନ୍ତି । ଆମ୍‌ ଆଦମୀ ପ୍ରାର୍ଥିନୀ ସି ପ୍ରିୟଙ୍କାଙ୍କୁ ୭୪୫୩ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ କଂଗ୍ରେସର ମଞ୍ଜୁରଥଙ୍କୁ ୬୭୬୮ ଖଣ୍ଡ ଭୋଟ୍‌ ମିଳିଛି ।

- Advertisement -

ବ୍ରହ୍ମପୁର ମହାନଗର ନିଗମ ରେ ବିଜେଡି ୩୦ ଓ୍ୱାର୍ଡରେ ବିଜୟୀ ହୋଇଥିବା ବେଳେ ବିଜେପି- ୭ଟିରେ, , ସ୍ୱାଧୀନ ପ୍ରାର୍ଥୀ ୫ଟିରେ ଏବଂ କଂଗ୍ରେସ ଗୋଟିକରେ ବିଜୟ ଲାଭ କରିଛି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories