ରାଜ୍ୟରେ ଆଉ ୧୪୫ ନୂଆ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୧୪୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୩୭,ସଙ୍ଗରୋଧରୁ ୮୪, ସ୍ଥାନୀୟ ୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫,୭୬୦କୁ ବୃଦ୍ଧି ପାଇଛି। ୧୨,୭୫,୦୧୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୫୯୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 4th March
New Positive Cases: 145
Of which 0-18 years: 37
In quarantine: 84
Local contacts: 61(Details of local contacts will be shared by concerned District)
1. Angul: 5
2. Balasore: 12
3. Bhadrak: 1
4. Balangir: 2
5. Boudh: 4
6. Cuttack: 4
7. Deogarh: 1— I & PR Department, Odisha (@IPR_Odisha) March 5, 2022
New recoveries: 263
Cumulative tested: 29501488
Positive: 1285760
Recovered: 1275019
Active cases: 1590— I & PR Department, Odisha (@IPR_Odisha) March 5, 2022
୨୨ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୫, ବାଲେଶ୍ୱର ୧୨, ଭଦ୍ରକ ୧, ବଲାଙ୍ଗୀର ୨, ବୌଦ୍ଧ ୪, କଟକ ୪, ଦେଓଗଡ ୧, ଗଜପତି ୧୬, ଗଞ୍ଜାମ ୬, ଜଗତସିଂହପୁର ୧, ଯାଜପୁର ୪, ଝାରସୁଗୁଡା ୮, କଳାହାଣ୍ଡି ୧, କନ୍ଧମାଳ ୧, କେନ୍ଦ୍ରାପଡା ୩, ଖୋର୍ଦ୍ଧା ୨୫, କୋରାପୁଟ ୨, ମୟୁରଭଞ୍ଜ ୪, ନବରଙ୍ଗପୁର ୪, ନୂଆପଡା ୨, ସମ୍ବଲପୁର ୧୭, ସୁନ୍ଦରଗଡ ୧୬, ଷ୍ଟେଟ ପୁଲରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.