www.samajalive.in
Tuesday, December 9, 2025
16.1 C
Bhubaneswar

ଦେଓଗାଁ ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର

ବଲାଙ୍ଗିର:ବର୍ତ୍ତମାନ ପଞ୍ଚୟତିରାଜ ବ୍ୟବସ୍ଥାରେ ଦୁର୍ନୀତି ଚାପି ଗଲାଣି। ବିକାଶ ପାଇଁ ଆସୁଥିବା ଅନୁଦାନର ସିଂହଭାଗକୁ ଦୁର୍ନୀତିଗ୍ରସ୍ତ ଲୁଟି ଖାଉଛନ୍ତି। ଏଣୁ ଦୁର୍ନୀତିମୁକ୍ତ ପଞ୍ଚାୟତ ଓ ଜିଲା ପରିଷଦ ଗଠନ ପାଇଁ କଂଗ୍ରେସ ପ୍ରାଥିନୀ ମୁକ୍ତାଦେଇ ତାଣ୍ଡିଙ୍କୁ ଭୋଟ ଦେବା ପାଇଁ ଦେଓଗାଁ ବ୍ଲକର ୧୩ ନମ୍ବର ଜିଲା ପରିଷଦ ଆସନ ଅନ୍ତର୍ଗତ କୁଲତାପଡା, ଅର୍ଜୁନପୁର, ଗୁଡଖାପଲା, ବଡବାହାଲ, ଗୌରଗୋଠ, ରତାଖଣ୍ଡି ଗ୍ରାମରେ ନିବେଦନ କରିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉମାଶଙ୍କର ପଣ୍ଡା, ସେବା ଦଲ ମୁଖ୍ୟ ଅସିତ ମିଶ୍ର, ଲୁନା ସାହୁ, କୁନା ସାହୁ, ପୂର୍ବ ବ୍ଲକ ଅଧ୍ୟକ୍ଷ କୈଳାସ ତାଣ୍ଡି, ଦଲିତ ନେତା ମନବୋଧ ହରପାଲ, ଛାତ୍ର କଂଗ୍ରେସର ଅଙ୍କିତ ସାହୁ ଓ ଅଜିତ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories