www.samajalive.in
Monday, December 8, 2025
27.1 C
Bhubaneswar

ଛାତ୍ର ଛାତ୍ରୀ ପାଉନାହାନ୍ତି ମଧ୍ୟାହ୍ନ ଭୋଜନ ଚାଉଳ

ବେଗୁନିଆ: ରାଜ୍ୟରେ ବିଦ୍ୟାଳୟଗୁଡିକ ବନ୍ଦ ରହିଥିବାରୁ ସରକାର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପାଇଁ ଦୈନିକ ଖର୍ଚ୍ଚ ହେଉଥିବା ମଧ୍ୟାହ୍ନ ଭୋଜନ ପାଇଁ ଉଦିଷ୍ଟ ଚାଉଳ ସହିତ ରନ୍ଧନ ମୂଲ୍ୟ ବ୍ୟାଙ୍କ ଆକାଉଣ୍ଟକୁ ପଠାଉଛନ୍ତି । କିନ୍ତୁ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରଛାତ୍ରୀମାନେ ୭୩ ଦିନର ମଧ୍ୟାହ୍ନ ଭୋଜନ ଚାଉଳ ପାଇନଥିବାର ଅଭିଯୋଗ ହେଉଛି ।ଫଳରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସମୟରେ ଚାଉଳ ନେବା ପାଇଁ ବ୍ୟାଗ ଧରି ବିଦ୍ୟାଳୟକୁ ବାରମ୍ବାର ଯାଉଥିବା ଦେଖିବାକୁ ମିଳୁଛି ।ଏ ସଂକ୍ରାନ୍ତରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ବେହେରା କହିଛନ୍ତି ଯେ ୨୨ କୁଇଣ୍ଟାଲ ଚାଉଳ ପରିବର୍ତ୍ତେ ବିଦ୍ୟାଳୟକୁ ୮ କୁଇଣ୍ଟାଲ ଚାଉଳ ମିଳିଛି, ତେଣୁ ଯେଉଁମାଛାତ୍ରୀ ଚାଉଳ ପାଇନାହାନ୍ତି ବାକି ୧୪ କୁଇଣ୍ଟାଲ ଚାଉଳ ମିଳିବା ପରେ  ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳ ବଣ୍ଟନ କରାଯିବ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories