www.samajalive.in
Monday, December 8, 2025
27.1 C
Bhubaneswar

ଚଳିତ ବର୍ଷ ସମାପ୍ତ ହେବ ଚୀନ-ଭାରତ ସୀମା ବିବାଦ !

ନୂଆଦିଲ୍ଲୀ: ଚଳିତ ନୂଆବର୍ଷ କିଛି ନୂଆ ସମ୍ଭାବନା ନେଇ ଆସିଛି । ବୈଦେଶିକ କ୍ଷେତ୍ରରେ ଭାରତ ପାଇଁ କିଛି ସମ୍ଭାବନା ଆଣିପାରେ ୨୦୨୨ । କାରଣ ବୈଦେଶିକ କ୍ଷେତ୍ରରେ ମଧ୍ୟ ଏହି ବର୍ଷ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚଳିତ ବର୍ଷ ଜି -୨୦ର ଭାରତ ପ୍ରତିନିଧିତ୍ୱ କରିବ । ଜି -୨୦ର ପ୍ରାୟ ସମସ୍ତ ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଉତ୍ତମ ସମ୍ପର୍କ ରହିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସିଧାସଳଖ ଭେଟିବା ଏବଂ ଭାରତ-ଚୀନ୍ ସୀମା ବିବାଦର ସମାପ୍ତ କରିବାର ସୁଯୋଗ ମିଳିବ ।

ସେପଟେ ଚଳିତ ବର୍ଷ ପ୍ରାରମ୍ଭରେ ଜର୍ମାନୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ଜର୍ମାନୀର ନୂତନ କୁଳପତିଙ୍କୁ ଭେଟିବେ । ୨୦୨୨ରେ ମୋଦୀ କ୍ୱାଡ ଦେଶର ଦ୍ୱିତୀୟ ବୈଠକରେ ଅଂଶ ହେବେ । ଏଥର ଏହି ସମ୍ମିଳନୀ ଜାପାନରେ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଠାରେ ଆମେରିକା, ଭାରତ, ଅଷ୍ଟ୍ରେଲିଆର ନେତାମାନେ ଏକାଠି ହୋଇ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories