www.samajalive.in
Monday, December 8, 2025
27.1 C
Bhubaneswar

ଆଉ ଦୁଇ କରୋନା ଟିକାକୁ ମଞ୍ଜୁରୀ

ନୂଆଦିଲ୍ଲୀ: କରୋନାକୁ ମାତ୍‍ ଦେବ ଆଉ ଦୁଇଟି ଟିକା । ୨ଟି କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । କୋଭୋଭାକ୍ସ ଏବଂ କୋର୍ବେଭାକ୍ସ୍ ଟିକାର ବ୍ୟବହାର ଲାଗି ଅନୁମତି ଦିଆଯାଇଛି । ଏନେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସ୍ସିଓ) ଏହାକୁ ମଞ୍ଜୁରୀ ଦେଇଥିବା ବେଳେ, କୋଭୋଭ୍ୟାକ୍ସକୁ ସେରମ୍ ଇନଷ୍ଟିଚ୍ୟୁଟ୍ ଓ କୋର୍ବେଭାକ୍ସକୁ ବାୟୋଲୋଜିକାଲ-ଇ ପକ୍ଷରୁ ପ୍ରସ୍ତୁତ କରାଯାଇଛି ।

ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟୁଇଟ୍ କରି ସୂଚନା ପ୍ରଦାନ କରିଛନ୍ତି। ତେବେ ଭାରତରେ ବର୍ତ୍ତମାନ ୫ଟି ଟିକାକୁ ଅନୁମତି ଦିଆଯାଇଛି । ପୂର୍ବରୁ କୋଭାକ୍ସିନ୍‍, କୋଭିସିଲ୍ଡ ଓ ସ୍ପୁଟନିକ୍‍-ଭିକୁ ଅନୁମତି ମିଳିଥିଲା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories