www.samajalive.in
Monday, December 8, 2025
20.1 C
Bhubaneswar

ଶସ୍ତା ହେବ ଟ୍ରେନ୍‍ ଯାତ୍ରା

ନୂଆଦିଲ୍ଲୀ: ପ୍ରାୟ ୪୦ଟି ପ୍ରିମିୟମ୍‍ ଟ୍ରେନ୍‍ର ଯାତ୍ରା ଭଡ଼ା ହ୍ରାସ ପାଇବ। ଅତିରିକ୍ତ ଆନୁଷଙ୍ଗିକ ସେବା ବାବଦରେ ଯାତ୍ରୀଙ୍କଠାରୁ ଆଦାୟ କରାଯାଉଥିବା ଦେୟ ହ୍ରାସ ମାଧ୍ୟମରେ ଟ୍ରେନ୍‍ ଟିକଟ ମୂଲ୍ୟ ହ୍ରାସ କରିବା ପାଇଁ ରେଳବାଇ ଯୋଜନା କରୁଛି। ବିମାନ ଯାତ୍ରା ଠାରୁ ପ୍ର୍ରିମିୟମ ଟ୍ରେନ୍‍ ଯାତ୍ରା ମହଙ୍ଗା ହୋଇଥିବାରୁ ଟ୍ରେନ୍‍ ଯାତ୍ରୀ ସଂଖ୍ୟା ହ୍ରାସ ପାଇଥିଲା। ତେଣୁ ଯାତ୍ରୀଙ୍କୁ ପୁଣି ଥରେ ଟ୍ରେନ୍‍ ଯାତ୍ରା ପ୍ରତି ଆକର୍ଷିିତ କରିବା ପାଇଁ ଡାଇନାମିକ୍‍ ପ୍ରାଇସିଂରେ ହ୍ରାସ କରିବାକୁ ରେଳବାଇ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି।
ପ୍ରିମିୟମ ଟ୍ରେନ୍‍ ବ୍ୟତୀତ ଅନ୍ୟ ୧୦୨ଟି ଏକ୍ସପ୍ରେସ୍‍ ଟ୍ରେନ୍‍ରେ ମଧ୍ୟ ଟିକେଟ୍‍ ଦର ୨୦%ରୁ ୫୦% ପର୍ଯ୍ୟନ୍ତ ହ୍ରାସ କରିବାକୁ ରେଳବାଇ ଯୋଜନା କରୁଛି। ଏହି ଯୋଜନା ଅନୁଯାୟୀ, ଟ୍ରେନ୍‍ ଯାତ୍ରା ନିର୍ଘଣ୍ଟର ୪ ଦିନ ପୂର୍ବରୁ ଯେଉଁମାନେ ଶେଷ ମୁହୂର୍ତ୍ତରେ ସ୍ପଟ୍‍ ବୁକିଂ କରିବେ ସେମାନଙ୍କୁ ଏହି ରିହାତି ମିଳିବ।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories