www.samajalive.in
Tuesday, December 9, 2025
15.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଦୁଇ ବର୍ଷରେ ପେଟ୍ରୋଲ ଲିଟର ୩୪ ଟଙ୍କା ଓ ଡିଜେଲ ଟ୨୯.୫୦ ବଢିଲାଣି

୪୪୧ ନୂଆ କରୋନା ସଂକ୍ରମିତ ରାଜ୍ୟରେ ଚିହ୍ନଟ

- Advertisement -

ସଂଗରୋଧରୁ ୨୫୩ ଓ ସ୍ଥାନୀୟ ସଂକ୍ରମିତ ୧୮୮

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୫ ଜଣ

ଅନୁଗୁଳ ଜିଲାରେ ୩, ବାଲେଶ୍ୱର ୬, ବରଗଡ ୫, ଭଦ୍ରକ ୧୩, ବଲାଙ୍ଗିର ୨, ବଉଦ ୪, କଟକରୁ ୩୭ ଜଣ ଚିହ୍ନଟ

ଦେବଗଡରୁ ୩, ଢେଙ୍କାନାଳ ୧, ଗଜପତି ୬, ଜଗତସିଂହପୁର ୧୬, ଯାଜପୁର ୧୩, କନ୍ଧମାଳ ୧, କେନ୍ଦ୍ରାପଡା ୫, କେନ୍ଦୁଝରରୁ ଜଣେ ଚିହ୍ନଟ ହୋଇଛନ୍ତି

ଖୋର୍ଦ୍ଧାରୁ ସର୍ବାଧିକ ୨୦୫, କୋରାପୁଟ ୪, ମାଲକାନଗିରି ୧, ମୟୁରଭଞ୍ଜ ୧୦, ନବରଙ୍ଗପୁର ୧, ନୟାଗଡରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି

ନୂଆପଡାରୁ ୩, ପୁରୀ ୭, ରାୟଗଡା ୧୦, ସମ୍ବଲପୁର ୧୮, ସୁନ୍ଦରଗଡ ୧୪ ଓ ଷ୍ଟେଟପୁଲରୁ ୫୦ ଜଣ ଚିହ୍ନଟ

ଦିନକ ମଧ୍ୟରେ ରାଜ୍ୟରେ ୬୦୩ ଜଣ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୪୫୮୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି

ଦେଶରେ ଆଉ ୧୬,୩୨୬ ନୂଆ ସଂକ୍ରମିତ, ୬୬୬ ମୃତ

ଦିନକ ମଧ୍ୟରେ ୧୭,୬୭୭ ଜଣ ସୁସ୍ଥ ହୋଇଛନ୍ତି

ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୩,୩୫,୩୨,୧୨୬ ଜଣ ସୁସ୍ଥ ହୋଇସାରିଲେଣି

ସଂପ୍ରତି ଦେଶରେ ୧,୭୩,୭୨୮ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦୈନିକ ସଂକ୍ରମଣ ହାର ୧.୨% ଓ ସାପ୍ତାହିକ ହାର ୧.୨୪% ରହିଛି

ଆରୋଗ୍ୟ ହାର ୯୮.୧୬%

ଶୁକ୍ରବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୫୯.୮୪ କୋଟି ନମୁନା ପରୀକ୍ଷା କରାଯିବା ସହିତ ୧୦୧.୩୦ କୋଟି ପାନ ଟିକା ଦିଆଯାଇଛି

୩ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories