www.samajalive.in
Monday, December 8, 2025
24.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଟ୍ରମ୍ପ ଆରମ୍ଭ କରିବେ ନୂଆ ସାମାଜିକ ନେଟୱର୍କ ‘ଟ୍ରୁଥ ସୋସିଆଲ’

ଅରୁଣାଚଳରେ ଭାରତ ମୁତୟନ କଲା ଏଲ୭୦ ବିମାନ ବିଧ୍ୱଂସୀ ତୋପ

- Advertisement -

ଜମ୍ମୁ କାଶ୍ମୀରର ଦେବସରରେ ୨ ଆତଙ୍କି ନିହତ

ପୁଅକୁ ଭେଟିବାକୁ ଆର୍ଥର ରୋଡ କାରଗାରରେ ପହଞ୍ଚିଲେ ଶାହରୁଖ

ଭାରତ ବିରୁଦ୍ଧରେ ଚୀନ ଆକ୍ରମଣକାରୀ ହୋଇଛି: ଆମେରିକା ମିତ୍ର ରାଷ୍ଟ୍ରଙ୍କ ସହିତ ରହିଛି- ଆମେରିକା ରାଷ୍ଟ୍ରଦୂତ

କରୋନା ମୁକାବିଲାରେ ଭାରତକୁ ବଡ ସଫଳତା; ଅକ୍ଟୋବର ୨୧ରେ ଦେଶରେ ୧୦୦ କୋଟି ଟପିଲା କୋଭିଡ ଟିକାକରଣ

ରାଜ୍ୟରେ ୫୨୪ ନୂଆ ଆକ୍ରାନ୍ତ; ୨ ମୃତ

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୩୦୮ ଓ ସ୍ଥାନୀୟ ସଂକ୍ରମିତ ୨୧୬

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୨ ଜଣ ରହିଛନ୍ତି

ଅନୁଗୁଳ ଜିଲାରୁ ୪, ବାଲେଶ୍ୱର ୧୪, ବରଗଡ ୨, ଭଦ୍ରକ ୮, ବଲାଙ୍ଗିର ୧, ବଉଦ ୨ ଓ କଟକରୁ ୬୬ ଜଣ ଚିହ୍ନଟ

ଦେବଗଡରୁ ୨, ଢେଙ୍କାନାଳ ୪, ଗଞ୍ଜାମ ୧, ଜଗତସିଂହପୁର ୧୬, ଯାଜପୁର ୧୦, ଝାରସୁଗୁଡା ୧, କନ୍ଧମାଳ ୧, କେନ୍ଦ୍ରାପଡା ୪ ଓ ଖୋର୍ଦ୍ଧାରୁ ୨୫୪ ଚିହ୍ନଟ ହୋଇଛନ୍ତି

କୋରାପୁଟରୁ ୩, ମୟୁରଭଞ୍ଜ ୨୧, ନବରଙ୍ଗପୁର ୧, ନୟାଗଡ ୫, ପୁରୀ ୧୧, ରାୟଗଡା ୧, ସମ୍ବଲପୁର ୧୨, ସୁନ୍ଦରଗଡ ୧୯ ଏବଂ ଷ୍ଟେଟପୁଲରୁ ୬୧ ଚିହ୍ନଟ
ଦିନକ ମଧ୍ୟରେ ୪୫୧ ଜଣ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୪୮୫୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ମୃତ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲାରୁ ଜଣେ ଲେଖାଏଁ ରହିଥିବା ଜଣାଯାଇଛି

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories