www.samajalive.in
Monday, December 8, 2025
27.1 C
Bhubaneswar

ରାହୁଲ ଗାନ୍ଧିଙ୍କୁ ଭେଟିଲେ ଓଡ଼ିଶା ସାମାଜିକ ଗଣମାଧ୍ୟମର ଅଧକ୍ଷ ଅଭିଷେକ ମହାନନ୍ଦ

ପିସିସି  ଓଡ଼ିଶା ସାମାଜିକ ଗଣମାଧ୍ୟମର ଅଧକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ନିଜ ଟିମ୍ ର ୩ ଜଣ ସଭ୍ୟଙ୍କ ସହ ୨ ଦିନିଆ ଜାତୀୟ ଶିବିରରେ ଦିଲ୍ଲୀ ଯାଇଛନ୍ତି । ସେଠାରେ ଜାତୀୟ ସାମାଜିକ ଗଣମାଧ୍ୟମ ଅଧକ୍ଷ ରୋହନ ଗୁପ୍ତାଙ୍କ ସହ ରାହୁଲ ଗାନ୍ଧିଙ୍କୁ ଓଡ଼ିଶା ସାମାଜିକ ଗଣମାଧ୍ୟମ ଟିମ୍ ସାକ୍ଷାତ କରିଛନ୍ତି । ମହାନନ୍ଦଙ୍କ ସହ  ସମଶିଦା ତୟବ, ପୱନ ଶର୍ମା ଓ ମନୀଷା ନନ୍ଦ ଶିବିରରେ ଯୋଗ ଦେଇଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories