ବାରାଣସୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜନ୍ମ ଦିବସ। ଏହି ଅବସରରେ ବିଜେପି କର୍ମୀଙ୍କ ପକ୍ଷରୁ ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ୭୧ ହଜାର ଦୀପ ପ୍ରଜ୍ଜ୍ୱଳନ କରାଯିବା ସହ ୭୧ କେଜିର ଏକ ଲଡୁ କଟା ଯାଇଛି।

ଏହି ଅବସରରେ ବିଜେପି ସାଂସଦ ରୁପା ଗାଙ୍ଗୁଲି ଓ ବାରାଣସୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଜିସି ତ୍ରିପାଠୀ ଓ ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
୭୧ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ; ପ୍ରସ୍ତୁତ ହେଲା ୭୧ କେଜିର ଲଡ଼ୁ, ଜଳିଲା ୭୧ ହଜାର ଦୀପ
Popular Categories



