ପୁରୀ : ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ପୁରୀ । ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି। ପୁରୀରେ ଲୋକଙ୍କ ଘର ଭିତରେ ବର୍ଷାପାଣି। ଅଠରନଳା ନିକଟସ୍ଥ ନୀଳଚକ୍ର ନଗରରେ ଅଧିକାଂଶ ଲୋକଙ୍କ ଘରେ ଆଣ୍ଠୁଏ ପାଣି ଜମି ରହିଛି। ମୋଟର ପମ୍ପ ଲଗାଇ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଗତକାଲି ରାତି ସାରା ଶହ ଶହ ପରିବାର ଠିଆ ଉଜାଗର ରହିଛନ୍ତି।। ପୁରୀ ସମେତ ସହର ତଳି ୨୫ ବସ୍ତିରେ ଏଭଳି ଅବସ୍ଥା ଦେଖାଦେଇଛି।
Popular Categories



