www.samajalive.in
Monday, December 8, 2025
27.1 C
Bhubaneswar

ରେଙ୍ଗଲି ବିଦେଶୀ ମଦ ଦୋକାନ ସମ୍ମୁଖରେ ଗଣ୍ଡଗୋଳ: ଖଣ୍ଡା ଚୋଟ ରେ ଦୁଇ ଆହତ, ସ୍କୁଟି ପୋଡି

ରେଙ୍ଗାଲି: ରେଙ୍ଗାଲି ସ୍ଥିତ ବିଦେଶୀ ମଦ ଦୋକାନ ସାମ୍ନା ରେ ଆଜି ରାତି ପ୍ରାୟ ୮ ଟା ସମୟ ରେ ଦୁଇ ଗୋଷ୍ଠୀ ମଧ୍ୟ ରେ କୌଣସି କାରଣ ରୁ ତର୍କ ବିତର୍କ ଆରମ୍ଭ ହୋଇ ମାଡପିଟ ହୋଇ ଖଣ୍ଡା ଚୋଟ ରେ ଦୁଇ ଜଣ ଗୁରୁତର ଆହାତ ହୋଇ ଥିବା ର ଜଣାପଡିଛି। ଆକ୍ରମଣକାରୀ ଘଟଣା ସ୍ଥଳ ରୁ ଫେରାର୍ ହୋଇ ଯାଇଥିବା ବେଳେ ଗଣ୍ଡଗୋଳ ସ୍ଥଳ ରେ ଏକ ସ୍କଟି ପୋଡି ଦିଆଯାଇଥିବାର ଦେଖିବାକୁ ମିଳିଛି। ଖବର ଲେଖା ହେବା ପର୍ୟ୍ୟନ୍ତ ଏସଂକ୍ରାନ୍ତ ରେ କୌଣସି ରିପୋର୍ଟ ହୋଇ ନଥିବା ପୁଳିସ ସୁତ୍ର ରୁ ପ୍ରକାଶ। ତେବେ ପୁଳିସ ଘଟଣାର ତନାଘନା ଜାରି ରଖିଥିବାର ଜଣା ପଡିଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories