www.samajalive.in
Monday, December 8, 2025
20.1 C
Bhubaneswar

ତୁରୁମୁଙ୍ଗାରୁ ଚନ୍ଦନ ଗଛ ଚୋରୀ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାର ତୋଫାନ ସେଠୀଙ୍କ ପରିତ୍ୟକ୍ତ ବାଡିରୁ ଗୋଟିଏ ମଧ୍ୟମ ଧରଣର ଚନ୍ଦନ ଗଛ ଚୋରୀ ହୋଇଥିବା ଜଣାପଡିଛି। ଗତ ୮ ତାରିଖ ରାତି କଳମ ଅନ୍ୟାନ୍ୟ ଗୁଳ୍ମ ଲତା ମଧ୍ୟରେ ବଢ଼ିଥିବା ଏହି ଚନ୍ଦନ ଗଛଟିକୁ କରତ ଲଗାଇ ମୂଳରୁ କାଟି ନିଆ ଯାଇଥିବା ଦେଖାଯାଇଛି। ଏନେଇ ଚନ୍ଦନ ଗଛ ମାଲିକଙ୍କ ମନ ଖରାପ ହୋଇଥିଲେ ମଧ୍ୟ ତୁରୁମୁଙ୍ଗା ଥାନାରେ ସେ ଅଭିଯୋଗ କରି ନ ଥିବା ଜଣାପଡିଛି।

 

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories