www.samajalive.in
Monday, December 8, 2025
27.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୪ ଜଣଙ୍କର ଜୀବନ ନେଇଛି କରୋନା ; ଖୋର୍ଦ୍ଧାରୁ ସର୍ବାଧିକ ୨୦ ; କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫୬୫କୁ ବୃଦ୍ଧି

ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ବଢିଲା; ୧୦୪୧ ନୂଆ ସଂକ୍ରମିତ ଚିହ୍ନଟ

- Advertisement -

ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୦୫ ଓ ସ୍ଥାନୀୟ ସଂକ୍ରମିତ ୪୩୬

ଦିନକରେ ୧୪୭୫ ଜଣ ସୁସ୍ଥ

ରାଜ୍ୟରେ ୧୦୯୮୮ ନୂଆ ସଂକ୍ରମିତ

ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମୋଦୀଙ୍କ ଅଧ୍ୟକ୍ଷତା ; ସାମୁଦ୍ରିକ ବିବାଦ ତୁଟାଅ

ଆଜିଠୁଁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର, ଶ୍ରଦ୍ଧାଳୁ ମାନିବେ କଟକଣା

ଦେଶରେ ଦିନକ ମଧ୍ୟରେ ୨୮,୨୦୪ ନୂଆ ସଂକ୍ରମିତ ଚିହ୍ନଟ ;  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୯୮୧୫୮କୁ ବୃଦ୍ଧି

୩,୧୧,୮୦,୯୬୮ ଜଣ ସୁସ୍ଥ

ସଂପ୍ରତି ଦେଶରେ ୩,୮୮,୫୦୮ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୨୮,୬୮୨କୁ ବୃଦ୍ଧି

ଦେଶରେ ଆରୋଗ୍ୟ ହାର ୯୭.୪୫% ରହିଥିବାବେଳେ ମୃତ୍ୟୁ ହାର ୧.୩୪%

ଶ୍ରୀନଗରରେ ଉଡିଲା ୧୦୦ ଫୁଟ ଉଚ୍ଚ ଭାରତର ଜାତୀୟ ପତାକା

ଆଫଗାନିସ୍ତାନରେ ଭାରତ ଗଠନମୂଳକ ଭୂମିକା ନିର୍ବାହ କରିଛି- ପେଣ୍ଟାଗନ୍‍

ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମୋଦୀଙ୍କ ଅଧ୍ୟକ୍ଷତା ; ସାମୁଦ୍ରିକ ବିବାଦ ତୁଟାଅ

ଅଲିମ୍ପିକ୍‌ସ ପଦକ ତାଲିକା : ୪୮ତମ ସ୍ଥାନ ୪ ଦଶନ୍ଧିରେ ସର୍ବଶ୍ରେଷ୍ଠ

କୃଷକଙ୍କୁ ମିଳିଲା ପିଏମ୍-କିଷାନର ୯ମ କିସ୍ତି

ଚାଲିଛି ଧାରା ଶିରାବଣ; ଜଳ ଖୋଜୁଛି ଜଳଭଣ୍ଡାର ;ବିଦ୍ୟୁତ୍‌ ଉଉତ୍ପାଦନ ବନ୍ଦ ଆଶଙ୍କା

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories