ରେଙ୍ଗାଳିକେମ୍ପ : ବରଗଡ଼ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ଲାଦେର ପାଲି ଠାରେ ଯୁବ ସମାଜ ଓ ବୁର୍ଲା ରକ୍ତ ଭଣ୍ଡାରର ମିଳିବ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ବୁର୍ଲା ରକ୍ତ ଭଣ୍ଡାରର ଡକ୍ଟର ତରଣୀ ସେଠି,ଲାଲୁ ବିଶ୍ୱାସ, କରୁଣାକର ସାହୁ,ଜନକ ବେହେରା, ସୁଶାନ୍ତ ବେହେରା ରକ୍ତ ସଂଗ୍ରହ ଦାୟିତ୍ୱରେ ରହିଥିବାବେଳେ ମହେଶ ପ୍ରଧାନ,ରାଜେଶ ପ୍ରଧାନ,ପ୍ରତାପ ପ୍ରଧାନ,ଜୟନ୍ତ ପ୍ରଧାନ,ନେହେରୁ ପ୍ରଧାନ,ମାନସ ପ୍ରଧାନ,ଟେକଚାନ୍ଦ ପ୍ରଧାନ ତଥା ଯୁବ ସମାଜ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।
Popular Categories



