# ଆଜି କଟକ ବୋର୍ଡ ହାଇସ୍କୁଲରେ ଚାଲିଥିବା ମାଟ୍ରିକ ଅଫଲାଇନ ପରୀକ୍ଷାରେ ତ୍ରୁଟି, ରେଗୁଲାର ପିଲାଙ୍କୁ ଦିଆଗଲା ୨୦୧୪ର ଏକ୍ସରେଗୁଲାର ପ୍ରଶ୍ନପତ୍ର
# ଅଗଷ୍ଟ ୧୫ରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବାକୁ ଅଲିମ୍ପିକ୍ସରେ ଯୋଗଦେଇଥିବା ପ୍ରତିଯୋଗୀଙ୍କୁ ନିମନ୍ତ୍ରଣ କରିବେ ମୋଦୀ, ପ୍ରତିଯୋଗୀଙ୍କୁ ସମ୍ପର୍ଦ୍ଧିତ କରିବେ
# ୩ ଦିନ ପୂର୍ବେ ଗାଁକୁ ଆସିଥିବା ଯାଜପୁର ଜିଲ୍ଲା ଧର୍ମଶାଳାର ଯବାନ ଜିତେନ୍ଦ୍ର ଜେନାସାମନ୍ତଙ୍କ ମୃତଦେହ ରାୟଧରାପୁର-ବନ୍ଧଡିହ ରାସ୍ତାର ଅରାବଳ ଗାଁ ପାଖରୁ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ବାପା
# ଦେଶର ୧୮ଟି ଜିଲ୍ଲାରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
# ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା: ଦେଶର ୪୪ ଜିଲ୍ଲାରେ ୧୦ ପ୍ରତିଶତ ଉପରେ ରହିଛି ପଜିଟିଭ ସଂଖ୍ୟା, କେରଳରେ ସର୍ବାଧିକ ୧୦ ଜିଲ୍ଲାରେ ୧୦% ଉପରେ ପଜିଟିଭ
# ସିବିଏସଇ ଦଶମ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପାସ ହାର ୯୮.୧୨%, ଆନନ୍ଦପୁର ଶାଳପଡ଼ାର ଅମ୍ରିତରାଜ ବିଶ୍ୱାଳ ୯୯.୪୦% ରଖି ଟପ୍ପର
# ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ରାଜ୍ୟ କର୍ମଚାରୀ ଚୟନ ଆୟୋଗ କର୍ମଚାରୀ ବିରଞ୍ଚି ସାହୁଙ୍କୁ ଅଧିକ ପଚରାଉଚୁରା ପାଇଁ ୪ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ
# ପୌର ନିର୍ବାଚନ ବିଳମ୍ବ ନେଇ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ଏକ ଟିମ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବାକୁ ଦାବି
# ଭାରତରେ ପହଞ୍ଚିବା ପରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟିନୀ ପି. ଭି ସିନ୍ଧୁକୁ ଜୋରଦାର ସ୍ୱାଗତ, କହିଲେ ମୁଁ ଜିତିଥିବା ପଦକ ସାରା ଭାରତୀୟଙ୍କର
# ଆସନ୍ତା ଅଗଷ୍ଟ ୨୧ରୁ ୨୪ ଯାଏଁ ଇଣ୍ଡୋ ପାସିଫିକ୍ ସମୁଦ୍ର ଭିତରେ ଆରମ୍ଭ ହେବ ମାଲବାର ସାମୁଦ୍ରିକ ଅଭ୍ୟାସ, କ୍ୱାଡ ଦେଶ ସମୂହ ପ୍ରସ୍ତୁତ, ସାମିଲ ହେବେ ଭାରତୀୟ ଜାହାଜ ଆଇଏନଏସ ରଣବିଜୟ ଏବଂ ଶିଭାଲିକ୍
# ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା, ଆଜି ମୃତକଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ୪ ଘଣ୍ଟା ଧରି ମାରାଥନ ଜେରା କଲା ପୁଲିସ
# ଦେଶରେ ଆଜି ନୂଆ ୩୦୫୪୯ କରୋନା ସଂକ୍ରମିତ ଚିହ୍ନଟ, ୪୧୨ ମୃତ ଓ ୩୮୮୮୭ ସୁସ୍ଥ
# ଆଜି ରାଜ୍ୟରେ ନୂଆ ୧୧୨୯ କରୋନା ସଂକ୍ରମିତ ଚିହ୍ନଟ, ୬୯ ମୃତ ଓ ୧୭୦୨ ସୁସ୍ଥ
# ଆଜି ସୁଦ୍ଧା ଦେଶରେ କୋଭିଡ ଟୀକା ନେଲେଣି ୪୭୮୫୪୪୧୧୪, ଆଜି ନେଇଛନ୍ତି ୬୧୦୯୫୮୭
# ଆଜି ସୁଦ୍ଧା ରାଜ୍ୟରେ କୋଭିଡ ଟୀକା ନେଲେଣି ୧୬୬୩୭୭୮୮ ଆଜି ନେଇଛନ୍ତି ୧୪୯୦୨
ରାତି ୯ଟା – ମୁଖ୍ୟ ଖବର
Popular Categories



