ପାଟଣା : ବ୍ୟାଙ୍କ ଅଫ ଇଣ୍ଡିଆ ଢେଙ୍କିକୋଟ ଶାଖାର ନୂତନ ବରିଷ୍ଠ ଶାଖା ପରିଚାଳକ ଭାବେ ଘନଶ୍ୟାମ ଜେନା କାର୍ୟ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ୱର ମଣ୍ଡଳ କାର୍ୟ୍ୟାଳୟରେ କାର୍ୟ୍ୟ କରୁଥିଲେ। ଶ୍ରୀ ଜେନା ସାମ୍ବାଦିକତା ରୁ ସେ।ପାନ ଚଢି ବ୍ୟାଙ୍କ ଅଫ ଇଣ୍ଡିଆ ରେ ଚାକିରୀ ପାଇଥିବା ସୂଚନା ମିଳିଛି।
Popular Categories



