www.samajalive.in
Tuesday, December 9, 2025
17.1 C
Bhubaneswar

ସିଜିଏ ଭାବେ ଦାୟିତ୍ୱ ଗ୍ରହଣ କଲେ ଦୀପକ ଦାସ

ଇଣ୍ଡିଆନ୍ ସିଭିଲ୍ ଆକାଉଣ୍ଟସ୍ ସର୍ଭିସର  ଦୀପକ ଦାସ ଆଜି ନୂଆ କଣ୍ଟ୍ରୋଲର ଜେନେରାଲ ଅଫ୍ ଆକାଉଣ୍ଟସ୍ (ସିଜିଏ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସିଜିଏ ପଦବୀ ଅନଙ୍କୃତ କରିବାରେ  ଦୀପକ ଦାସ ହେଉଛନ୍ତି ୨୫ ତମ ଅଧିକାରୀ। ସେ  ୧୯୮୬ ବ୍ୟାଚ୍ ଇଣ୍ଡିଆନ୍ ସିଭିଲ୍ ଆକାଉଣ୍ଟସ୍ ସର୍ଭିସ୍ (ଆଇସିଏସ୍) ଅଧିକାରୀ।

ଶ୍ରୀ ଦାସ ତାଙ୍କର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପରିବେଶ ଏବଂ ଜଙ୍ଗଲ, ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଏବଂ ଭାରୀ ଶିଳ୍ପ ପ୍ରୋତ୍ସାହନ ବିଭାଗ, ଗୃହ ବ୍ୟାପାର ଏବଂ ପରୋକ୍ଷ ଟିକସ ଏବଂ କଷ୍ଟମସ୍ ମନ୍ତ୍ରଣାଳୟରେ ବିଭିନ୍ନ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ଏହି ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଶ୍ରୀ ଦାସ କେନ୍ଦ୍ରୀୟ ଟିକସ ବୋର୍ଡରେ ଆକାଉଣ୍ଟସର ମୁଖ୍ୟ ନିୟନ୍ତ୍ରକ ଭାବରେ କାର୍ଯ୍ୟ କରୁଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories