ଦିନ ୧୧ଟା – ମୁଖ୍ୟ ଖବର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୬୩୭ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୪୯ ଏବଂ ସ୍ଥାନୀୟ ସଂକ୍ରମିତ ୬୮୮
ଓଡ଼ିଶାରେ ଆଉ ୬୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୪୨ ମୃତ ; ମୃତ୍ୟୁସଂଖ୍ୟା ୫୫୭୪
୨୭ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ; ୧୨ ଜିଲାକୁ ସତର୍କ ସୂଚନା
ମହାରାଷ୍ଟ୍ର ବର୍ଷା ଓ ବନ୍ୟାର ତାଣ୍ଡବ: ୧୪୯ ମୃତ, ୨ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ
ହାଇଦ୍ରାବାଦରେ ଭୂକମ୍ପ ଝଟକା
ବୀର ଯବାନଙ୍କ ଅପୂର୍ବ ସାହସ ଆମକୁ ପ୍ରତିଦିନ ପ୍ରେରଣା ଦେଉଛି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ; ସମଗ୍ର ଦେଶ ପାଳନ କରୁଛି କାରଗିଲ ବିଜୟ ଦିବସର ୨୨ ବର୍ଷ ପୂର୍ତ୍ତି
ଦେଶରେ ଆଉ ୩୯,୩୬୧ କରୋନା ସଂକ୍ରମିତ ଚିହ୍ନଟ; ଦିନକରେ ସୁସ୍ଥ ହେଲେ ୩୫,୯୬୮; ଏପର୍ୟ୍ୟନ୍ତ ମୋଟ ୩,୦୫,୭୯,୧୦୬ ଜଣ କରୋନା ରୋଗୀ ସୁସ୍ଥ
ଆରୋଗ୍ୟ ହାର ୯୭.୩୫%
୪,୧୧,୧୮୯ ଜଣ ସକ୍ରିୟ କରୋନା ଆକ୍ରାନ୍ତ
ଦେଶରେ ରବିବାର ସଂଧ୍ୟା ସୁଦ୍ଧା ୪୫.୭୪ କୋଟି ନମୁନା ପରୀକ୍ଷା
ଦୈନିକ ସଂକ୍ରମଣ ହାର ୩.୪୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୧%
ମୋଟ ୪୩,୫୧ କୋଟି ପାନ ଟିକା ଦିଆଯାଇସାରିଛି
ଏଥିସହିତ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪,୨୦,୯୬୭
ଆଜିଠାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ବହୁ ବିରୋଧୀ ଦଳ ନେତାଙ୍କୁ ଭେଟିବେ
ପୁରୁଷ ହକି : ଅଷ୍ଟ୍ରେଲିଆଠାରୁ ୭-୧ରେ ହାରିଲା ଭାରତ
ଦେଶରେ ପ୍ରଥମ ଘଟଣା : ମତଦାତାଙ୍କୁ ଲାଞ୍ଚ ଅଭିଯୋଗରେ ସାଂସଦ ଦୋଷୀ
ପେଗାସସ୍ ବିବାଦ : ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେଲେ ସାଂସଦ ଜନ୍ ବ୍ରିଟାସ୍
ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ହରାଇଲା ଭାରତ
ମୃତ୍ୟୁସଂଖ୍ୟା ୨୦୦ ଟପିଲା;ମହାରାଷ୍ଟ୍ର, କର୍ଣ୍ଣାଟକ, ଗୋଆରେ ବର୍ଷା ବିତ୍ପାତ
ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ତେଲଙ୍ଗାନାର ରାମାପ୍ପା ମନ୍ଦିର
ଦୈନିକ ଭାସ୍କର ୭୦୦ କୋଟି ଟିକସ ଫାଙ୍କିଛି : ଆୟକର ବିଭାଗ
Comments are closed.