www.samajalive.in
Monday, December 8, 2025
27.1 C
Bhubaneswar

ଜିଲା କଂଗ୍ରେସ କମିଟି ଘୋଷିତ

ବୌଦ୍ଧ : ପ୍ରଦେଶ କଂଗ୍ରେସ କିମିଟି ସଭାପତି ନିରଂଜନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବୌଦ୍ଧ ଜିଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ର ବୌଦ୍ଧ ଜିଲା କମିଟି ଘୋଷଣା କରିଛନ୍ତି। ଏଥିରେ ଉପସଭାପତି ଭାବରେ ସମରେଶ ମିଶ୍ର ଓ ଅଭିମନ୍ୟୁ ପ୍ରଧାନ, କୋଷାଧକ୍ଷ୍ୟ ପ୍ରଦୀପ ଦାସ, ସାଧାରଣ ସଂପାଦକ ଭାବେ ପ୍ରଦ୍ୟୁମ୍ନ କୁମାର ଧଳ, ଅର୍ଜୁନ ମହାନନ୍ଦିଆ, ଲଲିତ ମହାକୁଡ ଏବଂ ସମ୍ଫାଦକ ଭାବେ ଜଗବନ୍ଧୁ ମହାକୁଡ, ସତ୍ୟଭାମା ମେହେର, ସଜିତ ଖାନ ଓ ଗୋବର୍ଦ୍ଧନ ବାରିକଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି କାର୍ଯ୍ୟକାରି କମିଟିକୁ ଜ୍ୟୋତିନ୍ଦ୍ର କୁମାର ସିହ୍ନା, ଉଦୟନାଥ ଶର୍ମା, ତାରେଣୀସେନ ଜେନା, ଗୌରିଶଙ୍କର ଶତପଥି, ଚିତ୍ରଲେଖା ପାଣ୍ଡେ, ହରିହର ଭୋଇ, ଶିବ ବେହେରା, ବିପ୍ରଚରଣ ବେହେରା, ଅଭିମନ୍ୟୁ ସାହୁ, ମହମ୍ମଦ ରିୟାଜୁଲ ଓ ପଙ୍କଜିନୀ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ଜିଲା କଂଗ୍ରସ କମିଟିକୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବରେ ବରିଷ୍ଠ ନେତା ପୂର୍ବତନ ଜିଲା ସଭାପତି ନାରାୟଣ ପ୍ରସାଦ ପରିଜା, ପୂର୍ବତନ ବିଧାୟକ ସୁଜିତ କୁମାର ପାଢୀ, ପୂର୍ବତନ ସଭାପତି ସୁଧିର ମହାକୁଡ, ହରିନାରାୟଣ ପ୍ରଧାନ, ସୁଧିର କୁମାର କର୍ଣ୍ଣ,ପ୍ରଶାନ୍ତ କୁମାର ସାହୁ, ଶ୍ରୀଧର ପ୍ରଧାନ, ବିନ୍ଧ୍ୟାବିନୀ ସାହୁ, ଚନ୍ଦ୍ରଶେଖର ପାଢୀ, ଅବଦୁଲ ହଲିମ ଖାଁ, ବିରେନ୍ଦ୍ର ବାରିକ, ବାବା ସୁମନ୍ତ ମହାକୁଡ ଓ ଗଶେଷ ଅଗ୍ରୱାଲାଙ୍କୁ ମନୋନୀତ କରାଯାଇଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories